Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମସଜିଦ ଓ ମଦରସାରେ ଗୁଞ୍ଜରିତ ହେବ ରାମଧୁନ ଜାନୁୟାରୀ ୨୨କୁ ଆଲୋକିତ କରିବେ ମୁସଲିମ୍‌ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମସଜିଦ ଓ ମଦରସାରେ ଗୁଞ୍ଜରିତ ହେବ ରାମଧୁନ ଜାନୁୟାରୀ ୨୨କୁ ଆଲୋକିତ କରିବେ ମୁସଲିମ୍‌

ମସଜିଦ ଓ ମଦରସାରେ ଗୁଞ୍ଜରିତ ହେବ ରାମଧୁନ ଜାନୁୟାରୀ ୨୨କୁ ଆଲୋକିତ କରିବେ ମୁସଲିମ୍‌

ଅଯୋଧ୍ୟା : ଶ୍ରୀରାମ ଜନ୍ମଭୂମି ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଜାନୁୟାରୀ ୨୧ ଓ ୨୨ ଦୁଇଦିନ ମୁସଲିମ ସମାଜ ମସଜିଦ ଓ ମଦରସା ସହିତ ନିଜ ନିଜ ଘରେ ଦୀପ ଜଳାଇ ଆଲୋକିତ କରିବେ । ଜଣେ ମୌଲାନା ଏହି ସୂଚନା ଦେଇଛନ୍ତି । ମୌଲାନା କହିଛନ୍ତି ଯେ, ଜାନୁୟାରୀ ୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ମୁସଲିମ ସମାଜ ଅଯୋଧ୍ୟା ଯାତ୍ରା କରିବ । ଏହି ସମୟରେ ମୁସଲିମ ସମାଜର ଲୋକେ ଅଯୋଧ୍ୟାରେ ହନୁମାନଗଢି ଓ ରାମଜନ୍ମଭୂମିର ଦର୍ଶନ କରିବେ । ମୁସଲିମ ସମାଜ ଅଯୋଧ୍ୟା ଦର୍ଶନ କରିବା ପାଇଁ ମୁସଲିମ ରାଷ୍ଟ୍ରୀୟ ମଂଚ ଉତ୍ତର ପ୍ରଦେଶର ଭିନ୍ନ ଭିନ୍ନ ୪ଟି ସ୍ଥାନରୁ ଯାତ୍ରା କରିବେ । ସମସ୍ତ ଯାତ୍ରାର ସମାପନ ଅଯୋଧ୍ୟାରେ ହେବ ।

Leave a Reply