Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨ ଖଲିସ୍ତାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨ ଖଲିସ୍ତାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଓଟାୱା: ଭାରତର କଠୋର ନେତୃତ୍ୱ ଆଗରେ କାନାଡାର ଆଭିମୁଖ୍ୟ ନରମ ହେବାରେ ଲାଗିଛି । ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଏବଂ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିବା ପରଠାରୁ କାନାଡା ବ୍ୟାକ୍ଫୁଟରେ ରହିଛି । ଭାରତର କଠୋରତାର ପ୍ରଭାବ ଏବେ କାନାଡାର ଅଦାଲତ ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳୁଛି । କାନାଡାର ଏକ ଅଦାଲତ ପ୍ରଥମ ଥର ପାଇଁ ଦେଶର ‘ଫ୍ଲାଇଟ୍ ବ୍ୟାନ୍‌’ ତାଲିକାରୁ ହଟାଇବାକୁ ହୋଇଥିବା ଦୁଇ ଖଲିସ୍ତାନୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।

Leave a Reply