Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମତଦାନ କରିବା କୌଣସି ସାମାନ୍ୟ ଦାନ ନୁହେଁ, ଏହାର ମହାତ୍ମ୍ୟ ରହିଛି : ପିଏମ ମୋଦି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମତଦାନ କରିବା କୌଣସି ସାମାନ୍ୟ ଦାନ ନୁହେଁ, ଏହାର ମହାତ୍ମ୍ୟ ରହିଛି : ପିଏମ ମୋଦି

ଅହମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ଅହମଦାବାଦର ରାଣୀପ ସ୍ଥିତ ନିଶାଲ ସ୍କୁଲରେ ମତଦାନ କରିବା ପରେ ମିଡିଆ ସହ ଆଲୋଚନାରେ ଗଣତନ୍ତ୍ରର ପର୍ବକୁ ଉତ୍ସବ ଭାବେ ପାଳନ କରିବାକୁ ନିବେଦନ କରିଛନ୍ତି । ସେ ଗରମର ଦୌଡାଦୌଡି କରୁଥିବା ମିଡିଆ ସାଥୀଙ୍କୁ ନିଜ ସ୍ୱାସ୍ଥ୍ୟର ଧ୍ୟାନ ଦେବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ପ୍ରକ୍ରିୟାର ଶାନ୍ତିପୂର୍ଣ୍ଣ ହେବା , ନଗଣ୍ୟ ହିଂସା ଘଟଣା ଘଟିଥିବାକୁ ନେଇ ନିର୍ବାଚନ କମିଶନରଙ୍କ ସମେତ ସୁରକ୍ଷାବଳ ଓ ନିର୍ବାଚନ ପ୍ରକ୍ରିୟାରେ ଜଡିତ ଥିବା ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଶୁଭେଚ୍ଛା ଦେଇଥିଲେ ।

Leave a Reply