ସୀମାନ୍ତରେ ଦୁଇ ଲକ୍ଷ ଇନାମୀ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା ପୋଲିସ ନିକଟରେ ଦୁଇଲକ୍ଷ ଇନାମୀ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତିା ତଥ୍ୟ ଅନୁ ଯାୟୀ ମାଓବାଦୀଙ୍କ ମାଡ ଡିଭିଜନର ଜଣେ ସକ୍ରୀୟ ଦୁଇଲକ୍ଷ ଇନାମୀ ପ୍ଲାଟୁନ ନଂ ୨୧ର ସଦସ୍ୟ ମାଓବାଦୀ ମୁଚାକୀ ଜଗା ଆତ୍ମ ସମର୍ପଣ କରିଛନ୍ତିା ଉକ୍ତ ମାଓବାଦୀଙ୍କ ନିଜ ଗ୍ରାମ କହ୍ନାଇଗୁଡା ହୋଇଥଇବା ବେଳେ ସେ ସୁକୁମା ପୋଲିସ ଅନୁବିଭାଗୀୟ ଅଧିକାରୀ ପରମେଶ୍ୱର ତିଲକଦାରଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତିା ତେବେ ମୁଚାକି ଜଗାଙ୍ଗ ଆତ୍ମ ସମର୍ପଣରେ ପୋଲିସଙ୍କ ସହଯୋଗ, ପ୍ରଚେଷ୍ଟା ଯୋଗୁଁ ସେ ଆତ୍ମ ସମର୍ପଣ କରିଥିବା ସହ ଆତ୍ମସମର୍ପଣକାରୀଙ୍କୁ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସହ ଆର୍ôଥକ ସହାୟତା ଯୋଗାଇ ଦିଆଯିବ ବୋଲି ସୁକୁମା ପୋଲିସ ସୁତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *