Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଟାଙ୍ଗୀ-ଚାନ୍ଦପୁର-କନ୍ଧନୟାଗଡ଼ ଗ୍ରାମରେ ଜୟ ଶ୍ରୀରାମ ଧ୍ୱନି ଗୁଞ୍ଜରିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଟାଙ୍ଗୀ-ଚାନ୍ଦପୁର-କନ୍ଧନୟାଗଡ଼ ଗ୍ରାମରେ ଜୟ ଶ୍ରୀରାମ ଧ୍ୱନି ଗୁଞ୍ଜରିତ


ଟାଙ୍ଗି: ଶ୍ରୀରାମ ନବମୀ ଉପଲକ୍ଷେ ସବୁଠି ଶୁଭିଲା ଜୟ ଶ୍ରୀରାମ । ଟାଙ୍ଗୀ-ଚାନ୍ଦପୁରକନ୍ଧନୟାଗଡ଼ ଗ୍ରାମରେ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଲା ଗଗନ-ପବନ । ଟାଙ୍ଗୀ-ଚାନ୍ଦପୁର-କନ୍ଧନୟାଗଡ଼ ଗ୍ରାମର ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ହୋଇଥିଲା ବିଶାଳ ଶୋଭାଯାତ୍ରା । କନ୍ଧନୟାଗଡ଼ ଗ୍ରାମର ହନୁମାନ ମନ୍ଦିର ପରିସରରୁ ବାହାରି ଥିଲା ଏହି ଶୋଭାଯାତ୍ରା , ଚାନ୍ଦପୁରଟାଙ୍ଗୀ ଅଞ୍ଚଳ ପରିକ୍ରମା କରିବା ବେଳେ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଥିଲା । ଜୟ ଶ୍ରୀରାମ ଧ୍ୱନିରେ ଗୁଞ୍ଜରିତ ହେଉଥିଲା ସମ୍ପୂର୍ଣ୍ଣ ପରିବେଶ । ସେଥିପାଇଁ କୁହାଯାଏ ଶ୍ରୀରାମ ନାମ ହୃଦେ ଜପୁ ଆନନ୍ଦ ମନରେ ଆଉଥରେ ଅବତର ଚୈତ୍ର ଶୁକ୍ଳ ନବମୀରେ ।

Leave a Reply