Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କରଞ୍ଜିଆ ରାମନବମୀ ଉତ୍ସବ କମିଟି ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କରଞ୍ଜିଆ ରାମନବମୀ ଉତ୍ସବ କମିଟି ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

କରଞ୍ଜିଆ : କରଞ୍ଜିଆ ରାମନବମୀ ଉତ୍ସବ କମିଟି ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଭାଇଚାରା ସହକାରେ ପାଳିତ ହୋଇଯାଇଛି । ଆବାହକ ଅଭିଜିତ ପଣ୍ଡାଙ୍କ ନେତୃତ୍ୱରେ କମିଟିର ସଦସ୍ୟ ରୂପେଶ ସରାଫ, ଅଧ୍ୟାପକ ସିପୁନ କୁମାର ଦାସ, ଭଗତ ସିଂ, ଆୟୁଷ ଦାସ, ମୋହିତ ଦାସ ଓ ଆୟୁଷ ଅଗ୍ରୱାଲଙ୍କ ସହ ବହୁ ସଦସ୍ୟ ଯୋଗଦେଇ ଲୋକଙ୍କୁ ଏହି ଦିବସ ପାଳନର ତାତ୍ପର୍ଯ୍ୟ ଓ ମହତ୍ତ୍ୱ ବାବଦକୁ ଅବଗତ କରିଥିଲେ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏନଏସି ଛକ ନିକଟରେ ରାସ୍ତାରେ ଯାତାୟାତ କରୁଥିବା ପଥିକଙ୍କୁ ଛତୁଆ ସରବତ ମଧ୍ୟ ବଣ୍ଟନ କରିଥିଲେ କର୍ମକର୍ତ୍ତା ଗଣ ।

Leave a Reply