Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଠମଲ୍ଲିକ ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ନବ ବର୍ଷ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଠମଲ୍ଲିକ ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ନବ ବର୍ଷ ପାଳିତ

ଆଠମଲ୍ଲିକ – ସହର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ରାଷ୍ଟ୍ରୀୟ ନବ ବର୍ଷ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିô ମେଘନାଦ ସାହୁ ଯୋଗ ଦେଇ ରାଷ୍ଟ୍ରୀୟ ନବ ବର୍ଷ ର ପାଳନ ଉପରେ ବ୍ୟାଖ୍ୟା କରିଥିଲେୟଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲ ପରିଚାଳନା କମିଟି ସଂପାଦକ ଧ୍ରୁବଚରଣ ବଡ଼ମାଳି ଉପ ସଭାପତି କଶ୍ୟପ କ୍ଷେତି,ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିଶୁଙ୍କୁ ଉତ୍ସା ହିତ କରିଥିଲେ ୟ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ରୁଦ୍ର ମୋହନ ହୋତା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ୟଏହି ଅବସରରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ,ଛାତ୍ର ଛାତ୍ରୀ , ପରିଚାଳନା କମିଟି ର ସଦସ୍ୟ ରାଷ୍ଟ୍ରୀୟ ଧ୍ୱଜା କୁ ସମ୍ମାନ ଜଣାଇଥିଲେ ୟସେହିପରି ସନ୍ଧ୍ର‌୍ୟାରେ ରାଷ୍ଟ୍ରୀୟ ସ୍‌ୟଂସେବକ ସଂଘ ତରଫରୁ ବନ୍ଧୁ ମିଲନ କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଥିଲାୟସଂଘ ଚାଳକ ସୁଧୀର କୁମାର ମିଶ୍ର, ଆର୍ ଏସ ଏସ ପ୍ରମୁଖ ପୂର୍ଣ୍ଣଚନ୍ଦ୍ର ଦେହୁରୀ, ଓ ବହୁ ସ୍‌ୟଂସେବକ ଯୋଗ ଦେଇଥିଲେ ।

Leave a Reply