Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଜାତୀୟ ବିଜ୍ଞାନ ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଜାତୀୟ ବିଜ୍ଞାନ ଦିବସ

ବାରିପଦା: ଠାକୁରମୁଣ୍ଡା ବ୍ଲକ କେନ୍ଦୁଜିଆଣୀ ସ୍ଥିତ ଆବାସିକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରେର ଜାତୀୟ ବିଜ୍ଞାନ ଦିବସ ପାଳିତ ହେଇଯାଇଛି । ଏଥେôର ମୁଖ୍ୟ ଅତିଥି ଭୋବ ଆଚାର୍ଯ୍ୟ ଲକ୍ଷ୍ମଣ କୁମାର ମହାନ୍ତ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି \”ବିଜ୍ଞାନ ର ଅବଦାନ\” ସମ୍ପର୍କ ରେ ଶିଶୁ ମାନଙ୍କ େଉଦ୍ଦଶ୍ୟ ରେ ବକ୍ତବ୍ୟ ରଖି ଥେôଲ । ମୁଖ୍ୟବକ୍ତା ରେୂପ ବଳରାମ ନାଏକ ଯୋଗେଦଇ\”ସାର ସି.ଭି ରମଣ \”ଙ୍କ ସମ୍ପର୍କ ରେ ବକ୍ତବ୍ୟ ରଖିଥେôଲ । ବିଦ୍ୟାଳୟର ଗୁରୁଜୀ ତ୍ରେିଲାଚନ ମହାନ୍ତ ପରିଚୟ ପ୍ରଦାନ କରିଥେôଲ । ବିଜ୍ଞାନ ସମ୍ବନ୍ଧୀୟ ପେପର କଟିଂ , ବିନାମୂଲ୍ୟେର ବା ସ୍ୱଳ୍ପ ମୂଲ୍ୟେର ବିଜ୍ଞାନ ଉପକରଣ ପ୍ରସ୍ତୁତି ଆଦି କାର୍ଯ୍ୟକ୍ରମେର ସାମିଲ ଥିଲା । କୃତି ପ୍ରତେିଯାଗୀ ମାନଙ୍କୁ ପ୍ରଧାନ ଆଚାର୍ଯ୍ୟ ପର୍ଶୁରାମ ମହାନ୍ତ ଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥେôର ସମସ୍ତ ଗୁରୁଜୀ ମୋନ ସହେଯାଗ କରିଥିବା େବେଳ ଆଚାର୍ଯ୍ୟ କମଳେଲାଚନ ମହାନ୍ତ ଧନ୍ୟବାଦ ଅପର୍ଣ କରିଥେôଲ

Leave a Reply