Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲୋକାର୍ପଣ ହେଲା ବତୀଘର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲୋକାର୍ପଣ ହେଲା ବତୀଘର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

କୋଣାର୍କ: ସ୍ୱାଧୀନତାର ୭୫ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଘୋଷଣା ଅନୁଯାୟୀ ବୁଧବାର ତାମିଲନାଡୁରୁ ଆଭାସି ଜରିଆରେ ସାରା ଦେଶରେ ୭୫ଟି ବତୀଘର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । ଓଡ଼ିଶାର ୬ଟି ବତୀଘର ଲୋକାର୍ପଣ ପାଇଁ ଚନ୍ଦ୍ରଭାଗାସ୍ଥିତ ବତୀଘର ପରିସରରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ବନ୍ଦର ଓ ଜଳ ପରିବହନ ମନ୍ତ୍ରାଳୟ ଦ୍ୱାରା ନିର୍ମିତ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଲୋକାର୍ପଣ ହୋଇଛି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଲୋକାର୍ପଣ କରିବା ସହ ଅଭିଭାଷଣ ସିଧା ପ୍ରସାରଣ କରାଯାଇଥିଲା ।

Leave a Reply