Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାଳଦ୍ୱୀପ ବିବାଦରେ ଭାରତ ସମର୍ଥନରେ ବାହାରିଲା ଇସ୍ରାଏଲ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାଳଦ୍ୱୀପ ବିବାଦରେ ଭାରତ ସମର୍ଥନରେ ବାହାରିଲା ଇସ୍ରାଏଲ୍

ନୂଆଦିଲ୍ଲୀ: ମାଳଦ୍ୱୀପ ବିବାଦ ପରେ ଇଣ୍ଟରନେଟ୍‌ରେ ଏକ୍ସପ୍ଲୋରଇଣ୍ଡିଆଆଇସ୍‌ଲାଣ୍ଡ ଟ୍ରେଣ୍ଡ ହେଉଛି । ଅର୍ଥାତ ଭାରତୀୟ ଦ୍ୱୀପଗୁଡ଼ିକକରେ ପର୍ଯ୍ୟଟକ ସଂଖ୍ୟା ବଢ଼ାଇବାକୁ ଏକ ଅଭିଯାନ ଆରମ୍ଭ ହୋଇଛି । ଖୁସିର କଥା ହେଲା ଏହି ଅଭିଯାନରେ ସାମିଲ୍ ହୋଇଛି ଭାରତର ମିତ୍ର
ରାଷ୍ଟ୍ର ଇସ୍ରାଏଲ୍ । ଇସ୍ରାଏଲ ଦୂତାବାସ ପକ୍ଷରନୂଆଦିଲ୍ଲୀ: ମାଳଦ୍ୱୀପ ବିବାଦ ପରେ ଇଣ୍ଟରନେଟ୍‌ରେଏକ୍ସପ୍ଲୋରଇଣ୍ଡିଆଆଇସ୍‌ଲାଣ୍ଡ ଟ୍ରେଣ୍ଡ ହେଉଛି ।ଅର୍ଥାତ ଭାରତୀୟ ଦ୍ୱୀପଗୁଡ଼ିକକରେପର୍ଯ୍ୟଟକ ସଂଖ୍ୟା ବଢ଼ାଇବାକୁ ଏକ ଅଭିଯାନଆରମ୍ଭ ହୋଇଛି । ଖୁସିର କଥା ହେଲା ଏହିଅଭିଯାନରେ ସାମିଲ୍ ହୋଇଛି ଭାରତର ମିତ୍ରରାଷ୍ଟ୍ର ଇସ୍ରାଏଲ୍ । ଇସ୍ରାଏଲ ଦୂତାବାସ ପକ୍ଷରଜଗତର ବଡ଼ ବଡ଼ ଷ୍ଟାର୍ ମଧ୍ୟ ସୋସିଆଲ୍ ମିଡିଆରେ ଅଭିଯାନ ଚଳାଇଛନ୍ତି । ସଲମାନ ଖାନ, ଅକ୍ଷୟ କୁମାର, ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହେୱାଗ, ଶ୍ରଦ୍ଧା କପୁର ଆଦି ପ୍ରମୁଖ ସେଲେବ୍ରିଟିମାନେ ଏକ୍ସପ୍ଲୋର ଇଣ୍ଡିଆଆଇସ୍‌ଲ୍ୟାଣ୍ଡ ଅଭିଯାନରେ ସାମିଲ୍ ହୋଇଛନ୍ତି । ସୂଚନା ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲାକ୍ଷାଦ୍ୱୀପ ଭ୍ରମଣକୁ ନେଇ ମାଳଦ୍ୱୀପର ନେତାମାନେ ଭାରତୀୟ ଓ ମୋଦିଙ୍କ ବିରୋଧରେ ଅଶୋଭନୀୟ ମନ୍ତବ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଜୋକର କହିବା ସହ ଇସ୍ରାଏଲ୍ ହାତର କଣ୍ଢେଇ ବୋଲି ମାଳଦ୍ୱୀପ ମନ୍ତ୍ରୀ ଶିଉନା କହିଥିଲେ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ମୋଦୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା ମନ୍ତ୍ରୀମାନଙ୍କୁ ନିଲମ୍ବିତ କରାଯାଇଛି । ସେପଟେ ବହୁ ସଂଖ୍ୟାରେ ଭାରୀତୀୟ ପର୍ଯ୍ୟଟକ ମାଳଦ୍ୱୀପ ଗସ୍ତ ରଦ୍ଦ କରି ଲାକ୍ଷାଦ୍ୱୀପ ଭ୍ରମଣ ପାଇଁ ଇଚ୍ଛା କରିଛନ୍ତି । ଅନ୍ ଲାଇନ୍ ଟ୍ରାଭେଲ୍ କମ୍ପାନୀ ମେକ୍‌ମାଇଁଟ୍ରିପ୍‌ରେ ୩୪,୦୦୦ ପ୍ରତିଶତ ଲାକ୍ଷାଦ୍ୱୀପ ସର୍ଚ୍ଚ କରାଯାଇଛି । ଏହା ପୂର୍ବରୁ ଏହି କମ୍ପାନୀ ତାର ସମସ୍ତ ମାଳଦ୍ୱୀପ ଫ୍ଲାଇଟ୍ ରଦ୍ଦ କରିଦେଇଛି । ସେପଟେ ଇଣ୍ଡିଆ ଚାମ୍ବର୍ ଅଫ କମର୍ଶ ସମସ୍ତ ଟ୍ରାଭେଲ୍ ଏଜେନ୍ସିକୁ ମାଳଦ୍ୱୀପକୁ ବୟକଟ କରିବାକୁ ନିର୍ଦ୍ଦେଶ ଦେଇଛି ।

Leave a Reply