Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାରେ ହେବ ୧୦୧୫୫ କୋଟି ଟଙ୍କାରୁ ଅଧିକ ନିବେଶ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାରେ ହେବ ୧୦୧୫୫ କୋଟି ଟଙ୍କାରୁ ଅଧିକ ନିବେଶ

ଲକ୍ଷ୍ନୌ : ରାମନଗରୀ ଅଯୋଧ୍ୟାରେ ଗତମାସ ଜାନୁୟାରୀରେ ୫ଶହ ବର୍ଷର ଅପେକ୍ଷାର ଅନ୍ତ ହୋଇଛି ଏବଂ ରାମଲଲାଙ୍କ ତାଙ୍କର ନଭ୍ୟ-ଭବ୍ୟ ଓ ଦିବ୍ୟ ମନ୍ଦିରରେ ବିରାଜମାନ କରିବେ । ଫେବୃୟାରୀ ୧୯ରୁ ୨୧ ମଧ୍ୟରେ ହେବାକୁ ଥିବା ଗ୍ରାଉଣ୍ଡ ବ୍ରେକିଂ ସେରିମନି ଜରିଆରେ ଯୋଗୀ ସରକାର ଏଠାରେ ପ୍ରାୟ ୨୦ହଜାରରୁ ଅଧିକ ଯୁବକଙ୍କ ପାଇଁ ରୋଜଗାର ସୃଷ୍ଟିର ମାର୍ଗ ପ୍ରଶସ୍ତ କରିବେ । ରାଜ୍ୟ ସରକାରଙ୍କ ମୁଖପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରାମନଗରୀକୁ ବିକାଶର ନୂଆ ପରିଚୟ ପ୍ରଦାନ କରିଛନ୍ତି । ଯାହାକି ନିବେଶକଙ୍କୁ ଆକୃଷ୍ଟ କରୁଛି । ଫେବୃୟାରୀ ୧୯ରେ ହେବାକୁ ଥିବା ଜିବିସିରେ ଏଠାରେ ୧୦୧୫୫.୭୯ କୋଟି ଟଙ୍କାରୁ ଅଧିକ ନିବେଶ ପାଇଁ ପ୍ରସ୍ତାବ ରହିଛି ।

Leave a Reply