Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମଲାଲଙ୍କ ପ୍ରାଣପ୍ରତିଷ୍ଠା ପାଇଁ ବାଲିଗୁଡା ଅଞ୍ଚଳ ଉତ୍ସବମୁଖର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମଲାଲଙ୍କ ପ୍ରାଣପ୍ରତିଷ୍ଠା ପାଇଁ ବାଲିଗୁଡା ଅଞ୍ଚଳ ଉତ୍ସବମୁଖର

ବାଲିଗୁଡ଼ା:ବାଲିଗୁଡା ଅଯୋଧ୍ୟାସ୍ଥିତ ରାମ ଲାଲାଙ୍କ ପ୍ରାଣ ଓ ଭବ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ସାରା ଭାରତ ବର୍ଷ ଉର୍ସବ ମୁଖର ହୋଇଥିବା ବେଳେ ବାଲିଗୁଡା ସହର ର ହନୁମାନ ମନ୍ଦିର ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ବ୍ୟାପକ ପ୍ରସ୍ତୁତ ହୋଇଛି ଓ ରାମ ଭକ୍ତ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୋଇଛି ଏବଂ ଶ୍ରଦ୍ଧାଳୁ ମାନଙ୍କ ମନ୍ଦିର ରେ ଭିଡ଼ ଦେଖିବା କୁ ମିଳିଛି ଓ ଗାଁ ରୁ ସହର ପର୍ଯ୍ୟନ୍ତ ସବୁଠି ରାମଙ୍କ ଧୋନି ଶୁଣିବାକୁ ମିଳୁଛି ଓ ସହରର ସବୁ ସାହି ସାହି ଏବଂ ମନ୍ଦିର ରାସ୍ତା କଡରେ ଶ୍ରୀରାମ ଙ୍କ ଧ୍ୱଜା ସହ ତୋରଣରେ ଛାଉଣୀ କରାଯାଇଛି ଓ ବାଲିଗୁଡା ରେ ସହର ରେ ରାମମୟ ହୋଇଉଠିଛି ଓ ବାଲିଗୁଡା ସହର ସବୁ ସାହି ରେ ପ୍ରତି ଘରେ ପୂର୍ଣ୍ଣ କୁମ୍ଭ କଳସ ବସାଇ ଦୀପ ଲଗାଇ ହନୁମାନ ଚାଳିଶା ପଠନ ସଙ୍ଗେ ଶ୍ରୀରାମ ସ୍ତୁତି ଗାନ ଲାଗି ଥିଲା ଓ ଏହା ସହ ସହର ରେ ରାମ ଭକ୍ତ ମାନେ ଖୁସିରେ ମିଠା ବାଣ୍ଟି ବାର ଦେଖିବାକୁ ମିଳିଥିଲା

May be an image of 6 people and temple

Leave a Reply