Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାରେ ରାମଲାଲଙ୍କ ପ୍ରାଣ ପତିଷ୍ଠା ଅବସରରେ ଆସିକା ସହର ଉତ୍ସବ ମୁଖର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାରେ ରାମଲାଲଙ୍କ ପ୍ରାଣ ପତିଷ୍ଠା ଅବସରରେ ଆସିକା ସହର ଉତ୍ସବ ମୁଖର

ଆସିକା : ଅଯୋଧ୍ୟାରେ ରାମଲାଲଙ୍କ ପ୍ରାଣ ପତିଷ୍ଠା ଅବସରରେ ଆସିକାରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରରେ ସବୁଠି ଉତ୍ସବ ମୁଖର । ଛୋଟ ଠାରୁ ବଡ଼ ପଯ୍ୟନ୍ତ ସବୁଠେ ଗୋଟେ ସ୍ୱର ଶ୍ରୀରାମ ଶ୍ରୀରାମ । ଆସିକା ବ୍ଲକର ଚଢିଆ ପଲି ଗ୍ରାମ ପଞ୍ଚାୟତର ଫୁଲ ସର ପଲି ଗାଁର ଯୁବକ ମାନେ କୁନି କୁନି ପିଲାଙ୍କୁ ବିଭିନ୍ନ ବେଶ ପକାଇ ସାହିକୁ ସାହି ପରିକ୍ରମା କରିଥିଲେ । ବିଭିନ୍ନ ଅଞ୍ଚଳ ଭେଷ ପଡି ଗାଁ ଗାଁ ରେ ରାମଙ୍କ ଗୁଣ ଗାନ କରିବା ହୁଳହୁଳି ସହ ଘଣ୍ଟ ଗିନି ମୃଦୁଙ୍ଗରେ ଫାଟି ପଡୁଛି ସାରା ପରିବେଶ । ରାମ ମନ୍ଦିର ଗୁଡିକ ଚଳ ଚଞ୍ଚଳ ଦେଖା ଯାଉଥିବାବେଳେ ବିଭିନ୍ନ ସାହିରେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ଆୟୋଜନ କରିଥିଲେ ରାମ ଭକ୍ତ ମାନେ ।

May be an image of 3 people and temple

Leave a Reply