Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାର ୭ଦିନର ପାଣିପାଗ ଜାଣିପାରିବେ ଲୋକେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାର ୭ଦିନର ପାଣିପାଗ ଜାଣିପାରିବେ ଲୋକେ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମୟରେ ଏଠାରେ ତାପମାତ୍ରା ୨୨ଡିଗ୍ରୀ ଓ ସର୍ବନିମ୍ନ ୧୦.୫ ଡିଗ୍ରୀ ସେଲସିୟସ ରହିବାର ସମ୍ଭାବନା ରହିଛି । ଗୁରୁବାର ପାଣିପାଗ ବିଭାଗ ପକ୍ଷରୁ ଅଯୋଧ୍ୟାର ପାଣିପାଗର ସଠିକ୍ ତଥ୍ୟ ନେଇ ସ୍ୱତନ୍ତ୍ର ପେଜ୍ କରାଯାଇଛି । ଏହା ଜରିଆରେ ଲୋକେ ଆଗାମୀ ୭ଦିନର ପାଗର ସ୍ଥିତି ସମ୍ପର୍କରେ ଜାଣିପାରିବେ ।

Leave a Reply