Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାସି ରୁଟି ଶରୀର ପାଇଁ ଉପକାରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାସି ରୁଟି ଶରୀର ପାଇଁ ଉପକାରୀ

କୁହାଯାଏ ଯେ ବାସି ଖାଦ୍ୟ ଶରୀର ପାଇଁ କ୍ଷତିକାରକ । ଖାଦ୍ୟ ରନ୍ଧା ହେବାର ୧୨ ଘଣ୍ଟା ପରେ ଏହାକୁ ଖାଇବା ଉଚିତ୍ ନୁହେଁ । ଯଦି ଏପରି କରାଯାଏ, ତେବେ ଏହା ସ୍ୱାସ୍ଥ୍ୟ ଉପରେ ପକାଇଥାଏ କୂପ୍ରଭାବ । କିନ୍ତୁ ଜାଣିଛନ୍ତି କି ବାସି ରୁଟି ଖାଇବା ଶରୀର ପାଇଁ ବେଶ୍ ଉପକାରୀ । ଏମିତିକି ଡାକ୍ତର ମଧ୍ୟ କହିଥାନ୍ତି ବାସି ରୁଟି ଖାଇବା ପାଇଁ । ଆସନ୍ତୁ ଜାଣିବା ବାସି ରୁଟି କେଉଁ କାରଣରୁ ଉପକାରୀ… ପ୍ରତିଦିନ ବାସି ରୁଟି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ମଜୁବୁତ ହୋଇଥାଏ । ଅର୍ଥାତ୍ ଏହା ଖାଦ୍ୟକୁ ଭଲଭାବେ ହଜମ କରିବାରେ ସାହାଯ୍ୟ କରିଥାଏ । ଖାସ୍ କରି ମଧୁମେହ ରୋଗୀଙ୍କ ପାଇଁ ବାସି ରୁଟି ଖୁବ୍ ଉପକାରୀ । ଏହା ଶରୀରରେ ବ୍ଲଡ ଓ ସୁଗାର ନିୟନ୍ତ୍ରଣରେ କରିବାରେ ସାହାଯ୍ୟ କରିଥାଏ । ଏହାବ୍ୟତୀତ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବାସି ରୁଟି ଖୁବ୍ ହୀତକାରି । ବାସି ରୁଟି ଖାଇବା ଦ୍ୱାରା ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ତେବେ ବାସିରୁଟିରେ ଲୁଟି ରହିଛି ଅନେକ ପୌଷ୍ଟିକ ତତ୍ତ୍ୱ । ଏହାକୁ ପ୍ରତିଦିନ ଖାଇବା ଉଚିତ୍ । ଏହା ଶରୀରରକୁ ଅନେକ ରୋଗରୁ ରକ୍ଷା କରିଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଡାଏଟିଂ କରୁଥିବା ଲେକଙ୍କ ପାଇଁ ମଧ୍ୟ ବାସିରୁଟି ଖୁବ୍‌? ଲାଭଦାୟକ । କାରଣ ବାସି ରୁଟିରେ କମ୍ କ୍ୟାଲେରୀ ଥାଏ ଯାହା ଅତିରିକ୍ତ ଓଜନ ହ୍ରାସ ଓ ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

Leave a Reply