Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୁଶ୍ରୁତଙ୍କ କୌଶଳର ଚମତ୍କାରିତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୁଶ୍ରୁତଙ୍କ କୌଶଳର ଚମତ୍କାରିତା

ବର୍ତ୍ତମାନ ସମୟରେ ବିଜ୍ଞାନ ଯେଭଳି ଭାବେ ଉନ୍ନତିର ଶିଖର ଛୁଇଁବାରେ ଲାଗିଛି, ତା’ର ପ୍ରମାଣ ଏହି ଘଟଣାରୁ ସମ୍ପୂର୍ଣ୍ଣ ବାରିହୋଇ ପଡୁଛି । ଆଫ୍‌ଗାନିସ୍ତାନର ଜଣେ ମହିଳା ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ । ଏହି ଆକ୍ରମଣରେ ତାଙ୍କ ନାକ ସମ୍ପୂର୍ଣ୍ଣ ଛିନ୍‌ଭିନ୍ ହୋଇଯାଇଥିଲା । ଦୀର୍ଘ ୪ବର୍ଷ ମଧ୍ୟରେ ଅନେକ ପ୍ରୟାସ ସତ୍ତ୍ୱେ ସେ କୌଣସି ଲାଭ ପାଇପାରିଲେ ନାହିଁ । ଶେଷରେ ଭାରତୀୟ ଡାକ୍ତରଙ୍କ ସହାୟତାରେ ମହିଳାଙ୍କୁ ମିଳିଛି ନୂଆ ନାକ । ଡାକ୍ତରଙ୍କ ଜବରଦସ୍ତ ପ୍ରୟାସ ପରେ ୨୮ ବର୍ଷୀୟା ଶସ୍ମାଙ୍କ ନାକର ସଫଳ ଅସ୍ତ୍ରୋପଚାର ହୋଇପାରିଛି । ଏବେ ସେ ନିଃଶ୍ୱାସ ନେବା ସହ ଘ୍ରାଣ ଶକ୍ତି ବି ଫେରିପାଇଛନ୍ତି । ତେବେ ଶସ୍ମାଙ୍କ ନାକ ଠିକ୍ କରିବାରେ ଡାକ୍ତରମାନେ ଯେଉଁ କୌଶଳ ଆପଣାଇଥିଲେ ତାହା ୩ହଜାର ବର୍ଷ ପୁରୁଣା ବୋଲି ଜଣାପଡ଼ିଛି । ଡାକ୍ତରଙ୍କ ଅନୁସାରେ, ଆୟୁର୍ବେଦର ସୁଶ୍ରୁତଙ୍କ ଟେକ୍‌ନିକ୍ ଜରିଆରେ ଏହି ଅସ୍ତ୍ରୋପଚାର ସ ମ୍ଭବ ହୋଇପାରିଛି । ଆଧୁନିକ ସମୟରେ ନାକ ଓ କାନ ଅସ୍ତ୍ରୋପଚାରରେ ତାଙ୍କ କୌଶଳର ବ୍ୟବହାର ଦ୍ୱାରା ସଫଳତା ହାସଲ କରାଯାଉଛି । ଏଣୁ ସୁଶ୍ରୁତଙ୍କ କୌଶଳ ଜରିଆରେ ଗାଲର ଚମକୁ ନେଇ ଶସ୍ମାଙ୍କ ନାକ ତିଆରିରେ ବ୍ୟବହାର କରାଯାଇଥିଲ

Leave a Reply