Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିପୁଳ ପରିମାଣର ଗୋ ମାଂସ ଜବତ, ଗାଡି ଛାଡି ଡ୍ରାଇଭର ଫେରାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିପୁଳ ପରିମାଣର ଗୋ ମାଂସ ଜବତ, ଗାଡି ଛାଡି ଡ୍ରାଇଭର ଫେରାର

ଗଞ୍ଜାମ କାଳିଆବାଲି ଛକ ନିକଟରୁ ଗୋ ମାଂସ ବୋଝେଇ ଟ୍ରକ ଜବତ । ବିପୁଳ ପରିମାଣର ଗୋ ମାଂସ ଜବତ । ଗାଡି ଛାଡି ଡ୍ରାଇଭର ଫେରାର । ଭଦ୍ରକ ରୁ ହାଇଦ୍ରାବାଦ ଅଭିମୁଖେ ଚାଲାଣ ହେଉଥିବା ନେଇ ସୂଚନା। ବାଲୁଗାଁରୁ ଗାଡିର ପିଛା କରି ଆସି କାଳିଆବାଲି ଛକ ନିକଟରେ ଧରିଲେ କିଛି ଯୁବକ। ଗାଡିରୁ ପାଖାପାଖି ୧୦ ହଜାର କୁଇଣ୍ଟାଲ ଗୋ ମାଂସ ଥିବା ଅନୁମାନ କରାଯାଉଛି। ଏହାସହ ଅଧିକ ତଦନ୍ତ କରୁଛି ପୋଲିସ।

Leave a Reply