Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ମଜଦୁର୍ ସଂଘର ବିକ୍ଷୋଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ମଜଦୁର୍ ସଂଘର ବିକ୍ଷୋଭ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ ବୁଧବାର ଗାନ୍ଧି ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍କିମ୍ ୱାର୍କରଙ୍କ ଦରମା ବୃଦ୍ଧି, ଅସଂଗଠିତ କର୍ମଚାରୀଙ୍କ ସାମାଜିକ ନିରାପତ୍ତା, ଠିକା କର୍ମଚାରୀଙ୍କୁ ସର୍ବନିମ୍ନ ବେତନ, ସ୍ଥାୟୀ କାମରେ ସ୍ଥାୟୀ ନିଯୁକ୍ତି, ପୁରୁଣା ପେନସନ ଲାଗୁ କରିବା ଆଦି ବିଭିନ୍ନ ଦାବି ରଖିଥିଲେ । ସଂଘର ରାଜ୍ୟ ସମ୍ପାଦକ ବିନୟ କୁମାର ତ୍ରୀପାଠୀଙ୍କ ଆୟୋଜିତ ଏହି ସମାବେଶରେ ପୃଥିରାଜ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଗଣେଶ ମିଶ୍ର, ଅଞ୍ଜଳୀ ପଟେଲ, ଗିରିଶ ମହନ୍ତ, ଶ୍ରୀନିବାସ ରାଓ, ବାଦଲ ମହାରଣା, ଶାନ୍ତନୁ ମହାପାତ୍ର, ହିମାଂଶୁ ବଳ, ଯୋଗେଶ ଦାସ, ଡାକ୍ତର ମହନ୍ତ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Leave a Reply