ପ୍ରଭୁ ଶ୍ରୀରାମକୁ ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଆକ୍ଷେପକୁ ବିରୋଧ କରି ଅଭିଯୋଗପତ୍ର ପ୍ରଦାନ

ବାସୁଦେବପୁର : ବାସୁଦେବପୁର ରେ ହିନ୍ଦୁ ଜାଗରଣ ମଞ୍ଚ ଓଡ଼ିଶା ପୂର୍ବ, ବାସୁଦେବପୁର ଶାଖା ତରଫରୁ ଓଡ଼ିଶା ସରକାରଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଷଷ୍ଠ ଶ୍ରେଣୀ ଓଡ଼ିଆ ବିଭାଗ ପ୍ରଶ୍ନପତ୍ରରେ ପ୍ରଭୁ ଶ୍ରୀରାମଙ୍କୁ ଥିବା ଅନୁଛେଦକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ବାସୁଦେବପୁର ଥାନା ଅଧିକାରିଣୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଅଭିଯୋଗ ପତ୍ର ପ୍ରଦାନ ସମୟ ରେ ହିନ୍ଦୁ ଜାଗରଣ ମଞ୍ଚପକ୍ଷରୁ ସନ୍ଦୀପ ବେହେରା, ରଞ୍ଜନ ବାରିକ୍‌, ଜ୍ୟୋତି ପ୍ରକାଶ ନାୟକ, ନିରୋଦ କୁମାର ଦାସ, ଜଗବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *