Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ର ସର୍ବୋପରି ଶୀର୍ଷକ ଆଲୋଚନାଚକ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ର ସର୍ବୋପରି ଶୀର୍ଷକ ଆଲୋଚନାଚକ୍ର

ପୁରୀ(ବ୍ୟୁରୋ): ଶନିବାର ପୁରୀ ସଂକୁଳ ସ୍ତରୀୟ ଆଲୋଚନା ଚକ୍ର \” ରାଷ୍ଟ୍ର ସର୍ବୋପରି\” ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , ମାରୁତି ନଗର, ପୁରୀ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ବିଦ୍ୱତ୍ ପରିଷଦ ସଭାପତି ଶ୍ରୀଯୁକ୍ତ ଜନ୍ମେଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ୟାରୀମୋହନ ପଟ୍ଟନାୟକଙ୍କ ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥିତ ଶ୍ରୋତାମାନଙ୍କ ରାଷ୍ଟ୍ର ହିଁ ସର୍ବ ଏ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସମ୍ପାଦକ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂକୁଳ ସହ ସଂଯୋଜକ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ନନ୍ଦ ଆଭିମୁଖ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସହ ପ୍ରମୁଖ ଶ୍ରୀଯୁକ୍ତ ଦିନବନ୍ଧୁ ତ୍ରିପାଠୀ, ଶ୍ରୀମତୀ ଦୀପ୍ତି ମିଶ୍ର, ଶ୍ରୀମତୀ ଚିନ୍ମୟୀ ଦେବୀ, ଶ୍ରୀଯୁକ୍ତ ସୁରେଶ ମିଶ୍ର , ଶ୍ରୀମତୀ ଅଞ୍ଜଳି ମିଶ୍ର , ଅବସରର ପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ସୁକାନ୍ତ କୁମାର ମହାନ୍ତି ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଆଦି ଯୋଗଦେଇ ନିଜର ମତବ୍ୟକ୍ତ କରିଥିଲେ । ପରିଚାଳନା କମିଟିର ସଭାପତି ପ୍ରଫେସର ଡ଼ଃ ମହେଶ୍ୱର ଦାଶ , ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ବିନୋଦ କୁମାର ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ଆଲୋଚନା ଚକ୍ର ସାଫଲ୍ୟ ମଣ୍ଡିତ ହୋଇଥିଲା

Leave a Reply