Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୂର୍ଯ୍ୟର ଅତି ନିକଟରୁ ପ୍ରଥମ ଫଟୋ ଉତୋଳନ କଲା ଆତିଦ୍ୟ-ଏଲ୧ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୂର୍ଯ୍ୟର ଅତି ନିକଟରୁ ପ୍ରଥମ ଫଟୋ ଉତୋଳନ କଲା ଆତିଦ୍ୟ-ଏଲ୧

ନୂଆଦିଲ୍ଲୀ ସୂର୍ଯ୍ୟର ଅତି ନିକଟରୁ ପ୍ରଥମ ଫଟୋ ଉତୋଳନ କରିଛି ଆତିଦ୍ୟ-ଏଲ୧ । ଆଦିତ୍ୟ-ଏଲ୧ରେ ଖଞ୍ଜା ଯାଇଥିବା ହେଲ୧୦ଏସ୍ ସୂର୍ଯ୍ୟ- ଅତି ବାଇଗଣୀ ରଶ୍ମୀର ଫଟୋ ଉଠାଇଛି । ଯାହାକୁ ସୋଲାର ଫ୍ଲାୟାର ବୋଲି କୁହାଯାଉଛି । ସୋଲାର ଫ୍ଲାୟରର ହେଉଛି ସୂର୍ଯ୍ୟ ବାୟୁମଣ୍ଡଳରେ ହଠାତ୍ ନିଆଁ ବାହାରସୂର୍ଯ୍ୟର ଅତି ନିକଟରୁ ପ୍ରଥମ ଫଟୋ ଉତୋଳନ କଲା ଆତିଦ୍ୟ-ଏଲ୧ ନୂଆଦିଲ୍ଲୀ ସୂର୍ଯ୍ୟର ଅତି ନିକଟରୁ ପ୍ରଥମ ଫଟୋ ଉତୋଳନ କରିଛି ଆତିଦ୍ୟ-ଏଲ୧ । ଆଦିତ୍ୟ-ଏଲ୧ରେ ଖଞ୍ଜା ଯାଇଥିବା ହେଲ୧୦ଏସ୍ ସୂର୍ଯ୍ୟ- ଅତି ବାଇଗଣୀ ରଶ୍ମୀର ଫଟୋ ଉଠାଇଛି । ଯାହାକୁ ସୋଲାର ଫ୍ଲାୟାର ବୋଲି କୁହାଯାଉଛି । ସୋଲାର ଫ୍ଲାୟରର ହେଉଛି ସୂର୍ଯ୍ୟ ବାୟୁମଣ୍ଡଳରେ ହଠାତ୍ ନିଆଁ ବାହାରୁ ଥିବା ରଶ୍ମୀ । ଅକ୍ଟୋବର ୨୮ ତାରିଖରେ ଏହି ଫଟୋ ଉଠାଇଯାଇଥିବା ସୂଚନା ଦେଇଛି ଇସ୍ରୋ । ଏଥିସହ ସୂର୍ଯ୍ୟ ଉପରେ ଅଧ୍ୟୟନ ପାଇଁ ପଠାଇଯାଇଥିବା ଆତିଦ୍ୟ-ଏଲ୧ ସାଟେଲାଇଟ୍ ଗୁରୁତ୍ୱପୂଣ୍ଣ ମାଇଲଷ୍ଟୋନ ପୁରା କରିଛି । ସେପ୍େଟମ୍ବର ୨ ତାରିଖ ଉତକ୍ଷେପଣ ହୋଇଥିବା ଆଦିତ୍ୟ-ଏଲ୧ ଜାନୁଆରୀ ୨୦୨୪ରେ ଏହାର ଲକ୍ଷ ପଥ ଲାଗରେଞ୍ଜ ପଏଂଟ-୧ ରେ ପହଂଚିବ । ଏହାର ଭାରତର ପ୍ରଥମ ସୂର୍ଯ୍ୟ ମିଶନ । ପୃଥୀବିରୁ ୧୫ ଲକ୍ଷ କିଲୋମିଟର ଦୂର ଯାତ୍ରା କରି ସୂର୍ଯ୍ୟ ଏବଂ ପୃଥୀବି ମଧ୍ୟରେ ଅବସ୍ଥାପିତ ହେବ ଆତିଦ୍ୟ-ଏଲ୧ ।ୁ ଥିବା ରଶ୍ମୀ । ଅକ୍ଟୋବର ୨୮ ତାରିଖରେ ଏହି ଫଟୋ ଉଠାଇଯାଇଥିବା ସୂଚନା ଦେଇଛି ଇସ୍ରୋ । ଏଥିସହ ସୂର୍ଯ୍ୟ ଉପରେ ଅଧ୍ୟୟନ ପାଇଁ ପଠାଇଯାଇଥିବା ଆତିଦ୍ୟ-ଏଲ୧ ସାଟେଲାଇଟ୍ ଗୁରୁତ୍ୱପୂଣ୍ଣ ମାଇଲଷ୍ଟୋନ ପୁରା କରିଛି । ସେପ୍େଟମ୍ବର ୨ ତାରିଖ ଉତକ୍ଷେପଣ ହୋଇଥିବା ଆଦିତ୍ୟ-ଏଲ୧ ଜାନୁଆରୀ ୨୦୨୪ରେ ଏହାର ଲକ୍ଷ ପଥ ଲାଗରେଞ୍ଜ ପଏଂଟ-୧ ରେ ପହଂଚିବ । ଏହାର ଭାରତର ପ୍ରଥମ ସୂର୍ଯ୍ୟ ମିଶନ । ପୃଥୀବିରୁ ୧୫ ଲକ୍ଷ କିଲୋମିଟର ଦୂର ଯାତ୍ରା କରି ସୂର୍ଯ୍ୟ ଏବଂ ପୃଥୀବି ମଧ୍ୟରେ ଅବସ୍ଥାପିତ ହେବ ଆତିଦ୍ୟ-ଏଲ୧ ।

Leave a Reply