Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗଜପତିରେ ପହଞ୍ଚିଲା ଅଯୋଧ୍ୟାର ଅକ୍ଷତ କଳସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗଜପତିରେ ପହଞ୍ଚିଲା ଅଯୋଧ୍ୟାର ଅକ୍ଷତ କଳସ

ପାରଳାଖେମୁଣ୍ଡି: ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହେବ । ଏନେଇ ସେଠାରୁ ପୁଷ୍ପ, ଅକ୍ଷତ କଳସ ପାରଳାଖେମୁଣ୍ଡିରେ ପହଁଚିଛି । ସେଠାରୁ ଏକ ଭବ୍ୟ ସଂକୀର୍ତ୍ତନ ଓ ସମ୍ବଦ୍ଧନାରେ ଏହା କାଶୀନଗର ନିଆଯାଇଛି । ଏହାକୁ ନେଇ ଜଗନ୍ନାଥ ମଠ ମହନ୍ତ ପଦ୍ମ ଚରଣ ଦାସ ଓ ସମ୍ବଦ୍ଧନା କମିଟି ସଢ ଭାପତି ରମାକା କାନ୍ତ ପାତ୍ର, ଭକ୍ତ ଦୁଃଖୁଶ୍ୟାମ ଲେଙ୍କା ନେଇ ଶ୍ରୀ ଜଗନ୍ନାଥ ମନ୍ଦିରରେ ମନ୍ଦି ରଖୁଛନ୍ତି । ଏହି ଅକ୍ଷତ ପୁଷ୍ପ ଓ ସମସ୍ତ ଘରେ ।ସୂଚନା ଦେଇ ଦୀପାବଳି ଶ୍ରୀ ରାମଙ୍କ ଫଟୋ ସହରର ବୋଲି ଶ୍ରୀ ରମାକାନ୍ତ ପାତ୍ର ଦେଇଛନ୍ତି । ଆସନ୍ତା ୨୨ତାତିଖରେ ମନ୍ଦିର ପ୍ରତିଷ୍ଠା ଦିନ ସମସ୍ତେ ଯେଭଳି ବଳି ବନଇବେ ଓ ସମସ୍ତଙ୍କ ଘରେ ଦୀପ ପ୍ରଜ୍ଜ୍ୱଳନ, କଳସି ସ୍ଥାପନ କରି ପୂଜା କରିବାକୁ ଅନୁରୋଧ କରାଯାଇଛି । ସେହିଦିନ ଏକ ଆଧ୍ୟାତ୍ମିକ ମହୋଲ ସୃଷ୍ଟି କରିବା ଲକ୍ଷ୍ୟରେ ରେ ଏହା ଆୟୋଜନ ଜନ କରାଯିବ ବେ ବୋଲି ରମାକାନ୍ତ ସୂଚନା ଦେଇଛନ୍ତି ।

Leave a Reply