Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟା

ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶ ଯାହାକୁ ଦେଶର ସବୁଠାରୁ ବଡ଼ ରାଜ୍ୟ ଭାବେ ବିବେଚନା କରାଯାଏ । ଆୟତ୍ତନରେ ଯଦିଓ ନୁହେଁ, ତେବେ ଲୋକସଂଖ୍ୟାରେ କିନ୍ତୁ ଉତ୍ତର ପ୍ରଦେଶ ଦେଶର ସବୁଠାରୁ ବଡ଼ ରାଜ୍ୟ ଭାବେ ମନୋନୀତ କରାଯାଇଛି । ଯେବେ ଲୋକସଂଖ୍ୟାରେ ଏତେ ଆଗରେ ତେବେ ସେହି ରାଜ୍ୟକୁ ଅବା ସେଭଳି ରାଜ୍ୟକୁ ଦେଶର ସବୁଠାରୁ ବଡ଼ ରାଜ୍ୟ ବୋଲି ଆମେ କହିପାରିବା । ଲୋକସଂଖ୍ୟାରେ ଏଭଳି ଏକ ଜନବହୁଳ ରାଜ୍ୟକୁ ଆମେ ଭାରତର ସବୁଠାରୁ ବଡ ରାଜ୍ୟ ବୋଲି କହିବାରେ କିଛି ବି ଭୁଲ୍ ହୋଇ ନପାରେ । ଯେବେ ଲୋକସଂଖ୍ୟାରେ ବଡ଼, ତେବେ ସେମାନଙ୍କ୍ ମନୋଭାବରେ ମଧ୍ୟ ସେହିଭଳି ବଡ଼ତା ଆସିବା ସ୍ୱାଭାବିକ । ସେମାନଙ୍କ ମନୋଭାବରେ ମଧ୍ୟ ସେହିଭଳି ବଡ଼ପଣ ପରିଲକ୍ଷିତ ହେବାର ସମ୍ଭାବନାକୁ ଲକ୍ଷ୍ୟ କରାଯାଇପାରେ । ତେବେ କେବଳ ମନୋଭାବ ବଡ଼ ହୋଇଗଲେ ଯେ ସବୁ କିଛି ଯେ ବଡ଼ ହୋଇଯିବ, ସେମିତି ବି କୁହାଯାଇନପାରେ । ତେବେ ମନୋଭାବରେ ପରିବର୍ତ୍ତନ ଆସିଲେ ଜୀବନରେ କିଛି ବି ପରିବର୍ତ୍ତନ ଆସିବାର ସମ୍ଭାବନା ସୃଷ୍ଟି ହୋଇପାରେ । ଏ କଥାରେ ଅବଶ୍ୟ ସତ୍ୟତା ରହିଛି ଯାହା ଏବେ ପ୍ରମାଣିତ ହୋଇଛି ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶରେ । ବିଭାଜନ ପୂର୍ବରୁ ଭାରତର ଦ୍ୱିତୀୟ ବୃହତ୍ ରାଜ୍ୟର ମାନ୍ୟତା ପାଇଥିବା ଉତ୍ତର ପ୍ରଦେଶରୁ ଉତ୍ତରାଖଣ୍ଡ ବିଭାଜନ ପରେ ଯଦିଓ ସେହି ମାନ୍ୟତା ହରାଇଛି, ତେବେ ସେମାନଙ୍କ୍ ମନୋଭାବରେ ବଡ଼ତା କିନ୍ତୁ ବହୁ ପୂର୍ବରୁ ପରିଲକ୍ଷିତ ହୋଇଛି ଯାହାର ଉଦାହରଣ ଆମେ ବହୁ ପୂର୍ବରୁ ଦେଇ ସାରିଛୁ, ବହୁ ପୂର୍ବରୁ ପାଇ ସାରିଛୁ । ଯାହାକୁ କେବେ ବି ଭୁଲ୍ କହି ହେବନି ଏôବଂ ଯାହାକୁୂ କେବେ ବି ଭୁଲି ହେବନି । ସେହିଭଳି ପ୍ରାନ୍ତ ହେଉଛି ଉତ୍ତର ପ୍ରଦେଶ । ସେହିଭଳି ରାଜ୍ୟ ହେଉଛି ଉତ୍ତର ପ୍ରଦେଶ । ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶ, ଭାରତର ରାଜ୍ୟ ଉତର ପ୍ରଦେଶ ଯାହାକୁ ନେଇ ଅନେକ ସମୟରେ ଅନେକ ପ୍ରଶ୍ନ ମନ ମଧ୍ୟରେ ଉଙ୍କିମାରେ । ଯାହାର ଉତର ଆମକୁ ହିଁ ସନ୍ଧାନ ନେବାକୁ ପଡ଼ିବ । େତେବେ ଉତର ପ୍ରଦେଶ ରାଜ୍ୟକୁୂ ନେଇ ଯେଭଳି ଭାବେ ରୋଚକ ତଥ୍ୟମାନ ଅନେକ ସମୟରେ ପଦାକୁୂ ଆସେ, ସେ ସବୁ କେବେ କେବେ ଦେହ ମନକୁ ଆନ୍ଦୋଳିତ କରିପକାଏ । ତେବେ ଉତର ପ୍ରଦେଶ ଭାରତର ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ କହିଲେ ଅବା ଅଭିହିତ କରିବାରେ କିଛି ବି ଅସୁବିଧା ନାହିଁ । କାରଣ ସେମାନଙ୍କ ଆଞ୍ଚଳିକତାରେ ମଧ୍ୟ ପରିବର୍ତ୍ତନ ଆସିଛି ଯାହାକୁ ଅନେକ ଆଗରୁ ଲକ୍ଷ୍ୟ କରାଯାଇଛି । ସମାଜର ବିଭିନ୍ନ ବର୍ଗରେ ସେଭଳି ଅନେକ ବ୍ୟକ୍ତି ରହିଛନ୍ତି , ଯେଉଁମାନେ ଉତର ପ୍ରଦେଶ ବିକାଶରେ ସେମାନଙ୍କ ବିଶେଷ ଯୋଗଦାନ ଦେଇଛନ୍ତି, ଯାହା ଉତର ପ୍ରଦେଶର ଆଞ୍ଚଳିକତାରେ ଆଣିଛି ବିଶେଷ ପରିବର୍ତ୍ତନ ଯାହା ପାଇଁ ଉତ୍ତର ପ୍ରଦେଶ ପାଇଛି କିଛି ସ୍ପତନ୍ତ୍ର ପରିଚୟ । ଯାହା କାରଣରୁ ଉତର ପ୍ରଦେଶ ତା’ର ଏକ ସ୍ପତନ୍ତ୍ର ପରିଚୟ ପାଇଛି । ଯେଉଁ ପରିଚୟ ପାଇଁ, ଯେଉଁ ପରିଚୟ ପାଇ ଅଯୋଧ୍ୟା ତା’ର ଏକ ସ୍ପତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଯାହା ସମଗ୍ର ଅଯୋଧ୍ୟାବାସୀଙ୍କ ମନୋଭାବରେ ବିଶେଷ ପରିବର୍ତ୍ତନ ଆଣିପାରିଛି । ଅବଶ୍ୟ ମନୋଭାବରେ ଆସିଲେ ଜୀବନରେ କିଛି ବି ପରିବର୍ତ୍ତନ ଆସିବାର ସମ୍ଭବନା ସୃଷ୍ଟି ହୋଇପାରେ । ଏ କଥାରେ ଅବଶ୍ୟ ସତ୍ୟତା ରହିଛି ଯାହା ଏବେ ପ୍ରମାଣିତ ହୋଇଛି ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶରେ । ବିଭାଜନ ପୂର୍ବରୁ ଭାରତର ଦ୍ୱିତୀୟ ବୃହତ୍ ରାଜ୍ୟର ମାନ୍ୟତା ପାଇଥିବା ଉତ୍ତର ପ୍ରଦେଶରୁ ଉତ୍ତରାଖଣ୍ଡ ବିଭାଜନ ପରେ ଯଦିଓ ସେହି ମାନ୍ୟତା ହରାଇଛି, ତେବେ ସେମାନଙ୍କ୍ ମନୋଭାବରେ ବଡ଼ତା କିନ୍ତୁ ବହୁ ପୂର୍ବରୁ ପରିଲକ୍ଷିତ ହୋଇଛି ଯାହାର ଉଦାହରଣ ଆମେ ବହୁ ପୂର୍ବରୁ ଦେଇ ସାରିଛୁ, ବହୁ ପୂର୍ବରୁ ପାଇ ସାରିଛୁ । ଯାହାକୁ କେବେ ବି ଭୁଲ୍ କହି ହେବନି ଏôବଂ ଯାହାକୁୂ କେବେ ବି ଭୁଲି ହେବନି । ସେହିଭଳି ପ୍ରାନ୍ତ ହେଉଛି ଉତ୍ତର ପ୍ରଦେଶ, ଯାହା ଭାରତକୁ ଦେଇଛି ଅନେକ ଯୋଗ୍ୟ ବ୍ୟକ୍ତିତ୍ୱ । ବିଶେଷ କରି ରାଜନୀତି କ୍ଷେତ୍ରରେ ଯାହାର ପ୍ରମାଣ ହେଉଛି ରଘୁବଂଶୀ ଠାକୁର ରାଜା ଦଶରଥ ନନ୍ଦନ ପ୍ରଭୁ ରାମଚନ୍ଦ୍ର ଯେ କି ଏବେ ଅଯୋଧ୍ୟା ନଗରୀ ରାମ ଧାମ୍‌ରେ ବାଲକ ରାମ ରୂପରେ ପୂଜା ପାଇବାର ସାତ୍ତ୍ୱିକ ତଥା ଆଧ୍ୟାତ୍ମିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଯାହା ଅେଯୋଧ୍ୟା ନଗରୀ୍‌କୁ ଏକ ବିଶେଷ ରୂପ ଦେଇଛି , ଏକ ଅନନ୍ୟ ରୂପ ପ୍ରଦାନ କରିଛି । ଯାହାର ସୁପ୍ରଭାବ ଏବେ ସମଗ୍ର ଉତ୍ତର ପ୍ରଦେଶରେ ପଡ଼ିବା ଆରମ୍ଭ ହୋଇଗଲାଣି । ଆଗାମୀ ସମୟରେ ପୂରା ଭାରତରେ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଯିବ । ଯଦି ସେଭଳି ହୁଏ, ତେବେ ଉତ୍ତର ଭାରତରେ ସାର୍ଥକ ହେବ ଯୋଗୀରାଜ, ଯେ କି ପ୍ରଦେଶରେ ରାମରାଜ୍ୟ ସ୍ଥାପନର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ । ସାର୍ଥକ ହେବ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଯେ କି କେବେ ସମଗ୍ର ଭାରତକୁ ରାମ ରାଷ୍ଟ୍ର ଭାବରେ ଗଢ଼ି ତୋଳିାବାର ସ୍ୱପ୍ନ ଦେଖିଥିଲେ । ତେବେ ପ୍ରଥମ କରି ଉତର ପ୍ରଦେଶରୁ ତା’ର ଅଙ୍କୁରାରୋପଣ ପ୍ରକ୍ରିୟା ଆରମ୍ଭ ହେଲା ରାମ ଧାମ୍ ଅଯୋଧ୍ୟାରୁ, ରାମ ନଗରୀ ଅଯୋଧ୍ୟରୁ । ଏବେ ସମ୍ପୂର୍ଣ୍ଣ ରାମ ମୟ ହୋଇ ଯାଇଛି ଅଯୋଧ୍ୟା । ପ୍ରତି ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏବେ ଅଯୋଧ୍ୟାମୁହାଁ । ଭାରତର ଏକ ବିଶେଷ ପର୍ଯ୍ୟଟନ କ୍ଷେତ୍ର୍ ରୂପରେ ଏବେ ଜାତୀୟ ମାନଚିତ୍ରରେ ସ୍ଥାନ ପାଇବାକୁ ଯାଉଛି ଅଯୋଧ୍ୟା । ଧୀରେ ଧୀରେ ଶିଳ୍ପ ପତିମାନେ ବି ମନସ୍ଥ କଲେଣି ଅଯୋଧ୍ୟାରେ ସେମାନଙ୍କ ପୁଞ୍ଜି ନିବେଶ କରିବା ପାଇଁ ଯାହା ଆଗାମୀ ସମୟରେ ଅଯୋଧ୍ୟାକୁ ଭାରତର ଏକନମ୍ବର ସ୍ମାର୍ଟ ସିଟିରେ ପରିଣତ କରିବାର ସମ୍ଭାବନା ସୃଷ୍ଟି କରିବ ।

Leave a Reply