ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ

(୨୦ ସେପ୍ଟେମ୍ବର ୧୯୧୧ – ୦୨ ଜୁନ୍ ୧୯୯୦)

  • ୨୦ ସେପ୍ଟେମ୍ବର
  • ଅଖିଳ ବିଶ୍ବ ଗାୟତ୍ରୀ ପରିବାରର ପ୍ରତିଷ୍ଠାତା
  • ଜୟନ୍ତୀରେ କୋଟି କୋଟି ନମନ

ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଭାରତର ଜଣେ ଯୁଗଦ୍ରଷ୍ଟା, ମନୀଷୀ, ଯୋଗୀ, ଲେଖକ ଏବଂ ଦାର୍ଶନିକ ଥିଲେ, ଯିଏ ଅଖିଳ ବିଶ୍ବ ଗାୟତ୍ରୀ ପରିବାର ପ୍ରତିଷ୍ଠା କରିଥିଲେ। ତାଙ୍କର ସମଗ୍ର ଜୀବନ ସମାଜର କଲ୍ୟାଣ ତଥା ସାଂସ୍କୃତିକ ଏବଂ ଚାରିତ୍ରିକ ଉନ୍ନତି ପାଇଁ ସମର୍ପିତ ଥିଲା। ସନାତନ ସଂସ୍କୃତି, ଆୟୁର୍ବେଦ, ଯୋଗ ଏବଂ ବେଦାନ୍ତର ମନୀଷୀ ପଣ୍ଡିତଜୀ ଚାରିବେଦ, ସମସ୍ତ ପୁରାଣ, ଉପନିଷଦ ଏବଂ ସ୍ମୃତିଗୁଡ଼ିକର ଅଧ୍ୟୟନ ମାଧ୍ୟମରେ ସମାଜକୁ ପ୍ରଚୁର ଜ୍ଞାନପୂର୍ଣ୍ଣ ପୁସ୍ତକ ଆକାରରେ ଯେଉଁ ଅବଦାନ ଦେଇଛନ୍ତି, ତାହା ଅବସ୍ମରଣୀୟ ଅଟେ। ମା’ ଭାରତୀଙ୍କ ସେବା ଏବଂ ସନାତନ ହିନ୍ଦୁ ସଂସ୍କୃତିର ସେବାରେ ସମର୍ପିତ ଆପଣଙ୍କ ଜୀବନ ପରବର୍ତ୍ତି ପିଡ଼ିଗୁଡ଼ିକ ପାଇଁ ଏକ ପ୍ରେରଣାର ଉତ୍ସ ଅଟେ।

Leave a Reply

Your email address will not be published. Required fields are marked *