ମହାନ କ୍ରାନ୍ତିକାରୀ ମଦନଲାଲ ଧିଙ୍ଗରା

ମହାନ କ୍ରାନ୍ତିକାରୀ ମଦନଲାଲ ଧିଙ୍ଗରା, ସେ  ସାହସ ଏବଂ ବୀରତ୍ବର ସହିତ, ଭାରତରେ ବ୍ରିଟିଶ ଶାସନ ଦ୍ୱାରା କରାଯାଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ  ଅଣ୍ଟା ଭିଡିଥିଲେ ା 

ଇଂଲଣ୍ଡରେ ବ୍ରିଟିଶ ଅଧିକାରୀ କର୍ଜନ ୱାଇଲିଙ୍କୁ ହତ୍ୟା କରିଥିଲେ, ଯାହା ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ନୂତନ ପ୍ରେରଣା ଯୋଗାଇଥିଲା। ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିବା ସତ୍ତ୍ୱେ, ସେ ସମସ୍ତ ବିଳାସପୂର୍ଣ୍ଣ ଜୀବନ ପରିତ୍ୟାଗ କରି ଭାରତ ମାତାର ସେବା କରିବାର ପଥ ବାଛିଥିଲେ। ଦେଶ ସ୍ୱାଧୀନତା ପାଇଁ ଖୁସିରେ ନିଜ ଜୀବନକୁ ବଳିଦାନ ଦେଇଥିବା ଏହି ଅମର ସହିଦଙ୍କ  ବୀରତ୍ୱପୂର୍ଣ୍ଣ ଗାଥା ସମଗ୍ର ଜାତି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କର ବୀରତ୍ୱ ଏବଂ ସମର୍ପଣ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। 

Leave a Reply

Your email address will not be published. Required fields are marked *