Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅସ୍ୱାସ୍ଥ୍ୟକର ଖାଦ୍ୟର ଅଭ୍ୟାସ କ୍ୟାନସର୍‌କୁ ଆମନ୍ତ୍ରଣ କରିବାରେ ସହାୟକ ହୋଇଥାଏ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅସ୍ୱାସ୍ଥ୍ୟକର ଖାଦ୍ୟର ଅଭ୍ୟାସ କ୍ୟାନସର୍‌କୁ ଆମନ୍ତ୍ରଣ କରିବାରେ ସହାୟକ ହୋଇଥାଏ

ଅସ୍ୱାସ୍ଥ୍ୟକର ଖାଦ୍ୟ ତ୍ୱଚା ଜନିତ ସମସ୍ୟା ଦୂର ହୋଇଥାଏ । କର୍କଟ ରୋଗର କାରଣ ଜଣେ ପୋଷଣ ବିଶେଷଜ୍ଞଙ୍କ ଅନୁସାରେ, କ୍ୟାନସର୍‌କୁ ନିଜଠାରୁ ଦୂରେଇ ରଖିବାକୁ ହେଲେ ଗ୍ରୀନ୍ ଟି’, ଡାଳିମ୍ବ, ଫୁଲକୋବି ଭଳି ପଲିଫେନଲ୍ ତତ୍ତ୍ୱ ଭରପୂର୍ ଖାଦ୍ୟ ଖାଇବା ଉଚିତ୍ । ଅସ୍ୱାସ୍ଥ୍ୟକର ଖାଦ୍ୟର ଅଭ୍ୟାସ କ୍ୟାନସର୍‌କୁ ଆମନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ମେକ୍ସିକୋର ଜର୍ଣ୍ଣାଲ୍ ହସ୍ପିଟାଲର କ୍ଲିନିକାଲ୍ ନ୍ୟୁଟ୍ରିଶନ୍ ବିଭାଗର ପ୍ରମୁଖ ଭେନେସା ଫକ୍ସଙ୍କ ମତରେ, ଖାଦ୍ୟରେ ଭରପୂର୍ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ପଲିଫେନଲ୍ ରହିଲେ, ଏହା ମଣିଷକୁ ବିଭିନ୍ନ ପ୍ରକାର ମାରାତ୍ମକ ରୋଗଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ବୈଜ୍ଞାନିକ ରୂପରେ ଏହା ବହୁ ଆଗରୁ ପ୍ରମାଣିତ ହୋଇସାରିଛି । ଏଭଳି ତତ୍ତ୍ୱ ଥିବା ଖାଦ୍ୟ ସେବନ ଦ୍ୱାରା ସ୍ତନକର୍କଟ, ଅଗ୍ନାଶୟ କର୍କଟ, ଗର୍ଭାଶୟ, ତ୍ୱଚା, ପ୍ରୋଷ୍ଟେଟ୍ ଭଳି ରୋଗକୁ ରୋକିବା ସମ୍ଭବପର ହୋଇଥାଏ ।

Leave a Reply