ମାଓବାଦୀଙ୍କ ଗତିବିଧିକୁ ଜଗିବ ଡ୍ରୋନ୍

କୋରାପୁଟ: କୋରାପୁଟରେ ରହିଥିବା ମାଓ ଗତିବିଧିକୁ ଜଗିବ ଡ୍ରୋନ । ଡ୍ରୋନ ସହଯୋଗରେ ଜିଲ୍ଲାରେ ରହିଥିବା ମାଓବତିବିଧିକୁ ନିୟନ୍ତ୍ରଣ କରାଯିବ ।…

ସନ୍ଦାନ ମିଳିଲା ମଣିଷ ରହିବା ଉପଯୋଗୀ ୨ ନୂଆ ଗ୍ରହ

ନୂଆଦିଲ୍ଲୀ : ମଣିଷ ରହିବା ଉପଯୋଗୀ ଆଉ ଦୁଇଟି ଗ୍ରହକୁ ଠାବ କରିଛି ଆମରିକାର ଅନ୍ତରୀକ୍ଷ ଏଜେନ୍ସି ନାସାର ଟେସ୍ ସ୍ପେଶକ୍ରାଫ୍ଟ…

ପେଟ ବାରମ୍ବାର ଦରଜ ହେଉଥିଲେ ସାବଧାନ ହୋଇପାରେ ଏହି ରୋଗର ଲକ୍ଷଣ

ଅନେକ ଲୋକଙ୍କ ଦେହରେ ତ କିଡନୀ ଷ୍ଟୋନ ପରି ସମସ୍ୟା ଦେଖାଯାଉଛି । ଯାହା ପ୍ରଥମରୁ ଏକ ଛୋଟ ବାଲିଦାନା ପରି…

ପ୍ରତି ୩ ମାସରେ ଥରେ କରନ୍ତୁ ରକ୍ତ ଦାନ

ରକ୍ତ ଦାନ ଶରୀରକୁ ସୁସ୍ଥ ରଖେ ଏବଂ ଅନେକ ରୋଗ କୁ ଦୂର କରେ । ହୃଦୟ ପାଇଁ ରକ୍ତ ଦାନ…

‘ସହକାର ଭାରତୀ ସଂଗଠନ’କାର୍ଯ୍ୟକାରିଣୀ ବୈଠକ

ବାଲେଶ୍ୱର: ସହକାର ଭାରତୀ ସଙ୍ଗଠନର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ସହରର ମୋତିଗଞ୍ଜ ସ୍ଥିତ ରାଜସ୍ଥାନ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

ଭାରତ ପ୍ରକୃତରେ ବିଶ୍ୱଗୁରୁ: ଏମିନ

ନୂଆଦିଲ୍ଲୀ : ୟୁକ୍ରେନର ଉପ- ବିଦେଶ ମନ୍ତ୍ରୀ ଏମିନ ଝାପରୋଭା ଭାରତ ଗସ୍ତରେ ଆସି ଏପ୍ରିଲ ୧୦ ତାରିଖ ଦିନ ବିଦେଶ…

ବିଲୁପ୍ତ ହେବାକୁ ଯାଉଛି ପ୍ରାଚୀନ ଐତିହ୍ୟ ବଉଦେଇ ପୀଠ

ବାଲିପାଟଣା : ବିଲୁପ୍ତ ହେବାକୁ ଯାଉଛି ପ୍ରାଚୀନ ଐତିହ ବଉଦେଇ ପୀଠ । ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ଗୌତମ ବୁଦ୍ଧଙ୍କ…

ଆହତ ଗାଈକୁ ଚିକିତ୍ସା କରାଇଲେ ଆଇଆର୍ବି ଯବାନ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବଜାର ମଝିରାସ୍ତା କଡରେ ଆହତ ହୋଇ ପଡିଥିବା ଗାଈଟିର ଚିକିସôା କରାଇଛନ୍ତି ଆଇଆରବି ଯବାନ…

ପାଣି ପାଇଁ କାନ୍ଦିବ ପାକିସ୍ତାନ

ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ପାକିସ୍ତାନକୁ ଏକ ନୋଟିସ ଜାରି କରିଛି ଭାରତ । ସିନ୍ଧୁ ଜଳ ସନ୍ଧିର ସଂଶୋଧନକୁ ନେଇ ଏହି…

ସରସ୍ୱତୀ ନଦୀ ଭଳି ନ ହେଉ ଗଙ୍ଗା-ବ୍ରହ୍ମପୁତ୍ର ଅବସ୍ଥା: ଜାତିସଂଘର ଚେତାବନୀ

ଜେନେଭା : ବିଶ୍ୱ ତାପମାତ୍ରା ହ୍ରାସ ଏବଂ ମୁକାବିଲା ପାଇଁ ବିଶ୍ୱର ବିଭିନ୍ନ ଦେଶ କ୍ରମାଗତ ଭାବରେ ଉଦ୍ୟମ କରୁଛନ୍ତି ।…