ମୁଣ୍ଡଳୀ ବ୍ରିଜ୍ ନିକଟରୁ ଗୋରୁ ବୋଝେଇ ଗାଡ଼ି ଜବତବାରଙ୍ଗ: ବାରଙ୍ଗ ଥାନା, ଗୋଡ଼ିସାହି ଫାଣ୍ଡି ପୁଲିସ ମୁଣ୍ଡଳୀ ବ୍ରିଜ୍ ନିକଟରୁ ଏକ…
Category: Odia News
ଏବିଭିପିର ଓଡ଼ିଶା ପଶ୍ଚିମର ୧୪ଟି ସାଙ୍ଗଠାନିକ ଜିଲାରେ ୧ ଲକ୍ଷ ୪ ହଜାର ସଦସ୍ୟତା ଗ୍ରହଣ ଲକ୍ଷ୍ୟ
ଏବିଭିପିର ଓଡ଼ିଶା ପଶ୍ଚିମର ୧୪ଟି ସାଙ୍ଗଠାନିକ ଜିଲାରେ ୧ ଲକ୍ଷ ୪ ହଜାର ସଦସ୍ୟତା ଗ୍ରହଣ ଲକ୍ଷ୍ୟମାଲକାନଗିରି: ଏବିଭିପିର ସଦସ୍ୟତା ଅଭିଯାନ ଜୁନରୁ ଆରମ୍ଭ…
ବାଲେଶ୍ଵର ଜିଲ୍ଲାରେ ସରକାରଙ୍କ ନିୟମ ଅନୁଯାୟୀ ସର୍ଭେ ଚାଲିଛି ।-ଶୀଘ୍ର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବ
ଅନୁପ୍ରବେଶକାରୀଙ୍କୁ ନେଇ ବଢୁଛି ଚିନ୍ତାଖନ୍ତାପଡ଼ା : ବାଲେଶ୍ଵର ଜିଲ୍ଲା ସୀମାନ୍ତ ଏବଂ ସମୁଦ୍ରକୂଳିଆ ଜିଲ୍ଲା ହୋଇଥିବା ବେଳେ ଏଠାରେ ଅନେକ ବାଂଲାଦେଶୀ ଓ…
ପାକିସ୍ତାନରେ ୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅହମଦିଆ ମୁସଲିମ୍ ସମ୍ପ୍ରଦାୟକୁ ବକ୍ରିଇଦ୍ରେ କୁରବାନି ଏବଂ ନମାଜ ଭଳି ଧାର୍ମିକ କାର୍ଯ୍ୟକଳାପ କରିବାକୁ ବାରଣ କରାଯାଇଛି
ଇସଲାମାବାଦ: ପାକିସ୍ତାନରେ ପ୍ରାୟ ୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅହମଦିଆ ମୁସଲିମ୍ ସମ୍ପ୍ରଦାୟକୁ ଏଥର ବକ୍ରିଇଦ୍ ପାଳନ କରିବାକୁ ଅନୁମତି ଦିଆଯିବ…
କେରଳର ରିଆଜୁଦ୍ଦିନ ହେଲେ ସୁଧୀନ କୃଷ୍ଣ , ଘର ୱାପସୀ କୁ ହାଇକୋର୍ଟ ର ମଞ୍ଜୁରୀ , କହିଲେ – ଏହା ସାମ୍ବିଧାନିକ ଅଧିକାର
ଥିରୁଭାନନ୍ତପୁରମ୍: କେରଳରେ ଏକ ଗୁରୁତ୍ବପୂର୍ଣ୍ଣ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକଙ୍କ ବାପା ମୁସଲମାନ ଏବଂ ମାଆ ହିନ୍ଦୁ…
‘ଫ୍ରିଡମ ଅଫ ସ୍ପିଚ୍’ ସେନାର ଅପମାନ ଲାଗି ସ୍ୱାଧୀନତା ଦିଏନା
ପ୍ରୟାଗରାଜ : ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଭାରତୀୟ ସେନା ବିରୋଧରେ ଅପମାନଜନକ ଟିପ୍ପଣୀ ମାମଲାରେ ଆଶ୍ୱସ୍ତି ଦେବାକୁ ଆଲ୍ଲାହବାଦ ହାଇକୋର୍ଟ…
୨ଟି ଏସ-୪୦୦ ରେଜିମେଣ୍ଟ ଚଳିତ ବର୍ଷ ଶେଷ କିମ୍ବା ୨୦୨୬ରେ ଭାରତ ଆସିବ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ସମୟରେ, ରୁଷ ନିର୍ମିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏସ-୪୦୦ ପ୍ରଭାବୀ ପ୍ରଦର୍ଶନ କରିଥିଲା । ଏହା ପାକିସ୍ତାନୀ…
ତୁର୍କିକୁ ଏବେ ଏୟାର ଇଣ୍ଡିଆର ଝଟକା
ମୁମ୍ବାଇ ୨।୬: ଗତ ମେ ମାସରେ ତୁର୍କି ରାଷ୍ଟ୍ରପତି ପାକିସ୍ତାନର ସମର୍ଥନ କରିଥିଲେ ଓ ଭାରତର ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିଲେ। …
ପାକିସ୍ତାନକୁ ଲାଗିଛି ଭୂକମ୍ପର ଝଟକା
ଇସଲାମାବାଦ: ମେ’ ମାସରେ ପାକିସ୍ତାନ ଉପରେ ପ୍ରକୃତିର କୋପ ପଡିଛି । ମେ’ ମାସରେ ହିଁ ପାକିସ୍ତାନ ଉପରେ ଦାଉ ସାଧିଛି…
କୋଲକାତା ଆଇଏସଆଇ, ଆତଙ୍କବାଦୀ ଓ ପାକ ଗୁପ୍ତଚରମାନଙ୍କ ଆର୍ଥିକ ନେଣଦେଣର କେନ୍ଦ୍ର ପାଲଟିଛି
କୋଲକାତା : ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଏନଆଇଏ କିଛିଦିନ ତଳେ ସିଆରପିଏଫ ଯବାନ ମୋତି ରାମ ଜାଟଙ୍କୁ ଗିରଫ କରିଥିଲା।…