କଳା ସେତୁ” ନାମକ ଦେଶବ୍ୟାପୀ ପ୍ରୟାସ ଆରମ୍ଭ କରିଛି ଷ୍ଟାର୍ଟ-ଅପ୍ ଆକ୍ସିଲରେଟର ୱେଭଏକ୍ସ

ଭାରତ ତାର ଡିଜିଟାଲ ପ୍ରଶାସନ ଯାତ୍ରାକୁ ତ୍ୱରାନ୍ୱିତ କରୁଥିବାବେଳେ, ନାଗରିକମାନଙ୍କ ସହିତ ସେମାନଙ୍କର ନିଜ ଭାଷାରେ ତୁରନ୍ତ ଏବଂ ପ୍ରଭାବଶାଳୀ ଭାବେ…

ଭାରତର କୃଷି ଅର୍ଥନୀତିକୁ ନୂତନ ଦିଗ ଓ ଗତି ପ୍ରଦାନ କରିବ

ବିଶ୍ୱ ଖାଦ୍ୟ ସଙ୍କଟ ଏବଂ ଜଳବାୟୁ ପରିବର୍ତ୍ତନର ଚ୍ୟାଲେଞ୍ଜ ମଧ୍ୟରେ ରାସାୟନିକ ମୁକ୍ତ, ଜୈବିକ କୃଷି ଆପଣାଇବା ଏବଂ ପ୍ରଯୁକ୍ତିବିଦ୍ୟାକୁ ଖେତରୁ ବଜାର…

ଆଇସିଏଆର-ସିଫା ଠାରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ୨୦୨୫ ଆୟୋଜନ କରିବ କେନ୍ଦ୍ର ମତ୍ସ୍ୟପାଳନ ମନ୍ତ୍ରଣାଳୟ

ଆଇସିଏଆର-ସିଫା ଠାରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ୨୦୨୫ ଆୟୋଜନ କରିବ କେନ୍ଦ୍ର ମତ୍ସ୍ୟପାଳନ ମନ୍ତ୍ରଣାଳୟ ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗସ୍ଥିତ ଆଇସିଏଆର-କେନ୍ଦ୍ରୀୟ…

କଣ୍ଟେନର୍‌ରେ ମୃତ ଗୋ-ଚାଲାଣ ଘଟଣାଫେରାର୍ କଣ୍ଟେନର୍ ଡ୍ରାଇଭର୍ ଗିରଫ

କଟକ-ଜଗତପୁର: ଗୋ’ଚାଲାଣ ଘଟଣାରେ ଫେରାର ଥିବା କଣ୍ଟେନର୍ ଡ୍ରାଇଭରକୁ ଜଗତପୁର ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା କଟକ ସଦର ଥାନା…

ପାରାଦୀପରୁ ବାଂଲାଦେଶ ପରିବାର ଧରାପଡ଼ିବା ପରେ ଏବେ ଆହୁରି ବାଂଲାଦେଶୀ ଜଗତସିଂହପୁର ଜିଲ୍ଲାରେ ଲୁଚି ରହିଥିବା ସନ୍ଦେହ କରାଯାଉଛି

ପାରାଦୀପ, ଏରସମାରେ ମାଳମାଳ ବାଂଲାଦେଶୀ!ଜଗତସିଂହପୁର: ପାରାଦୀପରୁ ବାଂଲାଦେଶ ପରିବାର ଧରାପଡ଼ିବା ପରେ ଏବେ ଆହୁରି ବାଂଲାଦେଶୀ ଜଗତସିଂହପୁର ଜିଲ୍ଲାରେ ଲୁଚି ରହିଥିବା…

ପୁଲିସର ବାଂଲାଦେଶୀ ଚିହ୍ନଟ ଅଭିଯାନ ୪୪୪ ଜଣ ସନ୍ଦିଗ୍ଧଙ୍କ ପରିଚୟ ଯାଞ୍ଚ

ପୁଲିସର ବାଂଲାଦେଶୀ ଚିହ୍ନଟ ଅଭିଯାନ ୪୪୪ ଜଣ ସନ୍ଦିଗ୍ଧଙ୍କ ପରିଚୟ ଯାଞ୍ଚଝାରସୁଗୁଡ଼ା: ଗତ ମେ’ ମାସରେ କେନ୍ଦ୍ର ସରକାରଙ୍କ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ…

ପାକିସ୍ତାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି

ଇସଲାମାବାଦ: ପାକିସ୍ତାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଚର୍ଚ୍ଚା ହେଉଛି ଯେ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦାରୀଙ୍କୁ ଖୁବ୍‌ଶୀଘ୍ର ଇସ୍ତଫା ଦେବାକୁ…

ସାରା ଭାରତରେ ଚୋରାଚାଲାଣ ହେଉଛି ମିଆଁମାରର ଅସ୍ତ୍ରଶସ୍ତ୍ର

ଇମ୍ଫାଲ : ଜୁନ୍ ମାସର ଶେଷ ସପ୍ତାହରେ ମଣିପୁରରେ ଏକ ବଡ଼ ରାକେଟରେ ପର୍ଦ୍ଦାଫାଶ କରିଛି ଗୁଇନ୍ଦା ଏଜେନ୍ସି । ଏହି…

ଅତୀତ ବନାମ ବର୍ତ୍ତମାନ : ବ୍ରିକ୍ସରେ ବଦଳିଛି ଭାରତର ଛବି

୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀରେ ଭାରତର ସ୍ଥିତିରେ ଏକ ନାଟକୀୟ ଏବଂ ବହୁଳ…

୮୦ ଜଣ ସାଂସଦ ସ୍ବାକ୍ଷର-ଦଲାଇ ଲାମାଙ୍କୁ ଭାରତ ରତ୍ନ ଦିଆଯାଉ

ନୂଆଦିଲ୍ଲୀ: ଭାରତ ରତ୍ନ ହେଉଛି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ। ଏହା ଭାରତୀୟ ନାଗରିକମାନଙ୍କୁ ହିଁ ଦିଆଯାଇଥାଏ। କିନ୍ତୁ ଏପର୍ଯ୍ୟନ୍ତ ୩ ଜଣ…