ବେଲୁଚିସ୍ତାନକୁ ଚୀନ ନିକଟରେ ବନ୍ଧା ପକାଇଛି ପାକିସ୍ତାନ

ଇସ୍ଲାମାବାଦ : ଋଣଗ୍ରସ୍ତ ପାକିସ୍ତାନର ସରକାର ଖଣିଜ ସଂପଦରେ ପରିପୂର୍ଣ୍ଣ ବେଲୁଚିସ୍ତାନକୁ ଚୀନ ହାତକୁ ଟେକିଦେଇଛନ୍ତି । ବେଲୁଚ୍ ଜନତା ଉକôଟ…

ପୁଣି ପୁରୁଣା ସଂଗୀତ ଗାଇଲା ପାକିସ୍ତାନ

କରାଚୀ: କାଙ୍ଗାଳ ପାକିସ୍ତାନର କାଶ୍ମୀର ପ୍ରଳାପ । କହିବାର ଅର୍ଥ ହେଉଛି ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ନିଜ…

ଭାରତୀୟ ବାୟୁସେନା ଉତ୍ତର ପୂର୍ବ ଭାରତରେ ସମରାଭ୍ୟାସ ‘ପ୍ରଳୟ

ନୂଆଦିଲ୍ଲୀ: ଚାଇନା ସହିତ ଏଲଏସିରେ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ବାୟୁସେନା ଉତ୍ତର ପୂର୍ବ ଭାରତରେ ଏକ ପ୍ରମୁଖ ସମରାଭ୍ୟାସ କରିବାକୁ…

ପିଏଫ୍ଆଇ ନେତାଙ୍କ ସଂପତ୍ତି ଜବତ ପ୍ରକ୍ରିୟା ଆରମ୍ଭ

ତିରୁବନ୍ତପୁରମ୍: କେରଳ ହାଇକୋର୍ଟଙ୍କ ଭର୍ତ୍ସନା ପରେ ରାଜସ୍ୱ ବିଭାଗ ନିଷିଦ୍ଧ ସଂଗଠନ ପିଏଫ୍ଆଇର ନେତା ତଥା କାର୍ଯ୍ୟାଳୟର ଅଧିକାରୀଙ୍କ ସମ୍ପତ୍ତି ଜବତ…

ଆମେରିକାର ହିନ୍ଦୁ ମନ୍ଦିରରୁ ଚୋରି

ଟେକ୍ସାସ୍: ଆମେରିକାର ଟେକ୍ସାସ୍ରେ ଏକ ହିନ୍ଦୁ ମନ୍ଦିରରୁ ଚୋରି ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ସେଠାରେ ବସବାସ କରୁଥିବା…

ବ୍ରିଟଶ୍ ପ୍ରଧାନମନ୍ତ୍ରୀଙ୍କ ନାଁର ·ଲାଣ କଟିଛି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କୁ ଫାଇନ୍ ୟ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଋଷି ସନୁକଙ୍କ ନାଁରେ କଟିଛି ଟ୍ରାଫିକ୍ ·ଲାଣ । କାରରେ ସିଟ୍…

ଯୋରନ୍ଦା ମାଘମେଳା ପାଇଁ ବାଟ ଫିଟିଲା

ଢେଙ୍କାନାଳ : ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ମହିମାଗାଦୀ ତୃତୀୟ ବେଢା ଉଚ୍ଛେଦ ପରେ ଉଭୟ…

ସୁପ୍ରିମକୋର୍ଟରୁ ଗୁଗଲକୁ ବଡ଼ ଝଟକା

ନୂଆଦିଲ୍ଲୀ : ଭାରତୀୟ ପ୍ରତିଦ୍ୱ-ିତା ଆୟୋଗ (ଉଉଓ) ଏବଂ ଗୁଗଲ ମଧ୍ୟରେ ଜାରି ଆଇନଗତ ଲଢେଇରେ ଆମେରିକୀୟ କମ୍ପାନିକୁ ବଡ଼ ଝଟକା…

ସମାଜ ସେବୀ ତଥା ସ୍ୱାଧିନତା ସଂଗ୍ରାମୀ ମା ପାର୍ବତୀ ଗିରିଙ୍କ ଜନ୍ମ ଜୟନ୍ତୀ ପାଳନ

ରାୟଗଡ଼ା: ରାୟଗଡ଼ା ନେତାଜୀ ସଂଯୁକ୍ତ ଶାଖା ଆନୁକୂଲ୍ୟରେ ସମାଜ ସେବି ତଥା ସ୍ୱାଧୀନତା ସଂଗ୍ରାମୀ ମା ପାର୍ବତୀ ଗିରି ଙ୍କ ଜନ୍ମ…

ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଛତ୍ରପୁର: ଦେଶରେ ଜେହାଦୀ ଗତିବିଧି ଉପରେ ରୋକ ଲଗାଇବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…