ଆମ ସଂସ୍କୃତି ବିକାଶ ମଞ୍ଚ’ ପକ୍ଷରୁ ରାଷ୍ଟ୍ରିୟ ହିନ୍ଦୁ ନବବର୍ଷ ପାଳିତ

ନୀଳଗିରି: ନୀଳଗିରି ଥାନା ଅଧିନସ୍ଥ ଶ୍ୟାମସୁନ୍ଦରପୁର ଗ୍ରାମରେ ଆମ ସଂସ୍କୃତି ବିକାଶ ମଂଚ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ମହାସମାରୋହରେ ପାଳନ…

ଅମ୍ବାଦଳା ଛତ୍ରପତି ଶିବାଜି ପ୍ରଭାତ ଶାଖା ଆନୁକୂଲ୍ୟରେ ପାଳିତ ହୋଇଛି ପବିତ୍ର ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ

ଅମ୍ବାଦଳାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ଅମ୍ବାଦଳା: ଅମ୍ବାଦଳା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତ୍ୟକ୍ଷ ତତ୍ୱାବଧାନରେ ଛତ୍ରପତି ଶିବାଜି ପ୍ରଭାତ ଶାଖା…

ଶରଣକୁଳ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

ଓଡଗାଁ : ଶରଣକୁଳର ଅଗ୍ରଣୀ ଶିକ୍ଷଅନୁଷ୍ଠାନ ସରସ୍ୱତୀ ଶିଶୁ ୍ୱିଦ୍ୟାମନ୍ଦିର ପକ୍ଷରୁ ଚୈତ୍ର ଶୁକ୍ଳ ପ୍ରତିପଦା ତଥା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ…

ଋଣ ବଦଳରେ ପଡୋଶୀଙ୍କୁ ଯୁଦ୍ଧାସ୍ତ୍ର ଯୋଗାଉଛି ପାକିସ୍ତାନ

ଇସଲାମାବାଦ : ପାକିସ୍ତାନରେ ଆର୍ଥôକ ସଂକଟ ଜାରି । ଋଣ ପାଇଁ ନିଜ ଯୁଦ୍ଧାସ୍ତ୍ରକୁ ବନ୍ଧକ ରଖିବ ପଡୋଶୀ । ଋଣ…

ବର୍ଷକୁ ୪,୪୧୧ କୋଟି ଆୟ କରିବ ତିରୁପତି ମନ୍ଦିର

ହାଇଦ୍ରାବାଦ: ପ୍ରସିଦ୍ଧ ତିରୁପତି ମନ୍ଦିର ଏପ୍ରିଲ ୧ରୁ ଅରମ୍ଭ ହେଉଥିବା ନୂତନ ଆର୍ଥôକ ବର୍ଷରେ ମୋଟ୍ ୪,୪୧୧ କୋଟି ଟଙ୍କାର ରାଜସ୍ୱ…

୫୩ ଦେଶରେ ଚୀନ ଖୋଲିଛି ୧୦୨ ପୋଲିସ ଷ୍ଟେସନ

ନୂଆଦିଲ୍ଲୀ: ସାରା ଦୁନିଆରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଚୀନ ନୂଆ ଚକ୍ରାନ୍ତ ରଚିବାରେ ଲାଗିଛି । ୨୦୨୨ ସେପ୍େଟମ୍ୱରରେ…

ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର

ନୂଆଦିଲ୍ଳୀ: କନ୍ନଡ଼ ଫିଲ୍ମ ଅଭିନେତା ଚେତନ କୁମାର ଗିରଫ । ହନ୍ଦୁ ଧର୍ମ ଉପରେ ଏକ ବିବାଦୀୟ ଟ୍ୱିଟ୍କୁ ନେଇ ଚେତନ…

ଆମେରିକାରେ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ହମଲା ଘଟଣାକୁ ନିନ୍ଦା କରିଛି ହ୍ୱାଇଟ୍ ହାଉସ

ୱାଂଶିଟନ: ଆମେରିକାରେ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ହମଲା ଘଟଣାକୁ ନିନ୍ଦା କରିଛି ହ୍ୱାଇଟ୍ ହାଉସ । ଶିଖ୍ ବିଚ୍ଛିନ୍ନବାଦୀଙ୍କ…

ଗୋହତ୍ୟା ଅଭିଯୋଗରେ ୨ ଗିରଫ

ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଥାନା ଅଚକ ପଞ୍ଚାୟତ ଅଧୀନ ନନ୍ଦପୁର ଗ୍ରାମର ଏକ ସର୍ବସାଧାରଣ ଜାଗାରେ ସଂଖ୍ୟାଲଘୁ ଶ୍ରେଣୀର…

ଲଣ୍ଡନରେ ଉତ୍ପାତ ରଚିଛନ୍ତି ଖଲିସ୍ତାନୀ ସମର୍ଥକ

ଲଣ୍ଡନ: ଲଣ୍ଡନରେ ଉତ୍ପାତ ରଚିଛନ୍ତି ଖଲିସ୍ତାନୀ ସମର୍ଥକ । ସେମାନେ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ଭିତରେ ବଳପୂର୍ବକ ପଶି ଭଙ୍ଗାରୁଜା…