ଅଷ୍ଟ୍ରେଲିଆ ମାଟିକୁ ଭାରତ ବିରୋଧୀ କାମ ପାଇଁ ବ୍ୟବହାର କରାନଯାଉ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନେ ବାରମ୍ବାର ଭାରତୀୟଙ୍କ ଉପରେ ଆକ୍ରମଣ କରୁଛନ୍ତି ଓ ମନ୍ଦିର ଭାଙ୍ଗୁଛନ୍ତି । ଏ ଦିଗରେ ଦୃଢ଼…

କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ-ଏ ମହମ୍ମଦର ଆଡ୍ଡାର ପର୍ଦ୍ଦାଫାଶ

ଶ୍ରୀନଗର: ଜମ୍ମୁ- କଶ୍ମୀର କୁଲଗାମେର ସକ୍ରିୟ ଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍?-ଏମହମ୍ମଦର ଏକ ଆଡ୍ଡାର ପର୍ଦ୍ଦାଫାଶ କରି ଶୁକ୍ରବାର ଦିନ…

ଅନ୍ତର୍ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଭାବ ଜାରି ରହିଛି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଭାବ ଜାରି ରହିଛି । ସେ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା…

୫ରେ ରାଷ୍ଟ୍ରଦୀପର ବସନ୍ତ ମିଳନ ଉତ୍ସବ

୫ରେ ରାଷ୍ଟ୍ରଦୀପର ବସନ୍ତ ମିଳନ ଉତ୍ସବକଟକ: ଓଡିଆ ସାପ୍ତାହିକ ପତ୍ରିକା ରାଷ୍ଟ୍ରଦୀପର ନବବିଂଶତିତମ ବସନ୍ତ ମିଳନ ଉତ୍ସବ-୨୦୨୩ ଆସନ୍ତା ଫେବୃଆରୀ ୫…

ରାମଚରିତମାନସ ବିବାଦ: ଏସପି ଏବଂ ଆରଜେଡିର ମାନ୍ୟତା ରଦ୍ଦ ପାଇଁ ବିଶ୍ୱ ହିନ୍ଦୁ ପରିଷଦର ଦାବି

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ ଫେବୃଆରୀ ୨ ତାରିଖ ଦିନ ରାମଚରିତମାନସ ବିବାଦକୁ ନେଇ ସମାଜବାଦୀ ପାର୍ଟି ଏବଂ ଆରଜେଡିର ମାନ୍ୟତା…

ନ୍ୟାୟ ଅପେକ୍ଷାରେ ମୁକେଶ ଜୈନ

ଟାଙ୍ଗୀ-ଚୌଦ୍ୱାର: ଗତ ବର୍ଷ ସୋସିଆଲ ମିଡ଼ିଆ ଖବର ପ୍ରକଶକୁନେଇ ଓଡିଶା ପୋଲିସ ଦାରାସେନା ରାଷ୍ଟୀୟ ସଭାପତି ମୁକେଶ ଜୈନଙ୍କୁ ଗୋଟିଏ ଘଟଣାକୁ…

ପ୍ରଭୁ ରାମଙ୍କ ପ୍ରତିମୂର୍ତି ପାଇଁ ମାତା ସୀତାଙ୍କ ଦେଶରୁ ଆସିଛି ଶାଳଗ୍ରାମ ଶିଳା

ନୂଆଦିଲ୍ଲୀ: ଅଯୋଧ୍ୟାରେ ପହଁଚିଲା ଶାଳଗ୍ରାମ ଶିଳା । ପ୍ରଭୁ ରାମଙ୍କ ପ୍ରତିମୂର୍ତି ପାଇଁ ମାତା ସୀତାଙ୍କ ଦେଶରୁ ଆସିଛି ଶାଳଗ୍ରାମ ଶିଳା…

ଟଙ୍କା ଓ ଅସ୍ତ୍ରଶସ୍ତ ବନ୍ଦ ତ-କାଶ୍ମୀରରେ ଜିହାଦ ବନ୍ଦ

ମୁଜାଫରାବାଦ : ଯଦି ଟଙ୍କା ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ ନାହିଁ, ତେବେ କଶ୍ମୀରରେ ଜିହାଦ ହୋଇପାରିବନାହିଁ । ପାକିସ୍ତାନର ଗୁଇନ୍ଦା…

ପାକିସ୍ତାନକୁ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ ଝଟ୍କା

ଇସ୍ଲାମାବାଦ : ଆର୍ଥôକ ସଂକଟରେ ପଡ଼ିଥିବା ପାକିସ୍ତାନକୁ ଏକ ଝଟକା ଦେଇଛି ଅନ୍ତର୍ଜାତୀୟ ମୁ୍ଦ୍ରାପାଣ୍ଠି (ଆଇଏମଏଫ) । ପାକିସ୍ତାନ ସରକାରଙ୍କ ପକ୍ଷରୁ…

୧୫ ଦଫା ଦାବି ନେଇ ବିଶାଳ ଛାତ୍ର ଶୋଭାଯାତ୍ରା

ଭଦ୍ରକ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଭଦ୍ରକ ଜିଲ୍ଲା ତରଫରୁ ପରିଷଦର ୭୫ ବର୍ଷ ଅମୃତ ମହୋତ୍ସବ ଅବସରରେ ଜିଲ୍ଲାର ବିଭିନ୍ନ…