ନାସାକୁ ସଫଳତା, ପୃଥିବୀକୁ ୧.୬ କୋଟି ଜଣେ ଯବାନ ସହିଦ କିଲୋମିଟର ଦୂରରୁ ମିଳିଲା ସିଗ୍‌ନାଲ

ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ବୈଜ୍ଞାନିକଙ୍କୁ ଏକଅଦ୍ଭୂତପୂର୍ବ ସଫଳତା ମିଳିଛି । ପୃଥିବୀଠାରୁ ୧୬ମିଲିୟନ (୧.୬ କୋଟି) କିଲୋମିଟର ଦୂରରୁଲେଜର-ବିମ୍ କମ୍ୟୁନିକେସନ୍ ମିଳିଛି…

୨୦୨୨ ମସିହାରେ ସଡକ ଦୁର୍ଘଟଣାରେ ରାଜ୍ୟରେ ଯାଇଛି ୫ ହଜାର ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ । ପାଞ୍ଚ ବର୍ଷରରେକର୍ଡ ଭାଙ୍ଗିଛି ଗତବର୍ଷର ଦୁର୍ଘଟଣା । ୨୦୨୨ରେ ଯାଇଛି…

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୨୧ ତମ କ୍ରୀଡା ଉତ୍ସବ ସମାରୋହ

ନୀଳଗିରି : ନୀଳଗିରିରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୨୧ ତମ କ୍ରୀଡା ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜି…

କଳମଛୁଇଁ ଶିଶୁମନ୍ଦିରରେ ମୁଢ଼ି ମୁଆଁ ପ୍ରସ୍ତୁତି କାର୍ଯ୍ୟକ୍ରମ

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନାତ୍ମକ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଶୁବାଟିକା ବିଭାଗ ପକ୍ଷରୁ ମୁଢ଼ି ମୁଆଁ…

ହନୁମାନଙ୍କୁ ଦକ୍ଷିଣରେ ରଖନ୍ତୁ

ଘରେ ପୂଜା ଏବଂ ଉପାସନା ନିମନ୍ତେ ଦେବୀ-ଦେବତାଙ୍କ ଫଟୋ କିମ୍ବା ମୂର୍ତ୍ତି ରଖାଯାଇଥାଏ । ଏହା ଦ୍ୱାରା ଜୀବନରେ ଦେଖାଦେଉଥିବା ସମସ୍ୟାମାନ…

ଲଶ୍କର-ଇ-ତୋଇବାକୁ ଆତଙ୍କବାଦୀ ତାଲିକାଭୁକ୍ତ କଲା ଇସ୍ରାଏଲ

ନୂଆଦିଲ୍ଲୀ : ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୫ ତମ ବାର୍ଷିକୀକୁ ମାତ୍ର ଅଳ୍ପ ଦିନ ଥିବାବେଳେ ଇସ୍ରାଏଲ୍ ସରକାର ଲଶ୍କରଏ-ତୋଇବା (ଏଲଇଟି)…

ଦେଶର ଭୌତିକ ପ୍ରଗତି ଯୁବପିଢିଙ୍କ ଉପରେ ନିର୍ଭରଶୀଳ: ରାଷ୍ଟ୍ରପତି

ବୁର୍ଲା : ଶିକ୍ଷା ତୁମ ମାନଙ୍କୁ ରାଷ୍ଟ୍ର ନିର୍ମାଣ ପାଇଁ ସକ୍ଷମ କରିଛି । ଆମ ଦେଶର ଭୌତିକ ପ୍ରଗତି ଅନେକାଂଶରେ…

ଗାନ୍ଧୀ ପରିବାରକୁ ଇଡିର ଝଟକା ସିଜ୍ ହେଲା ରାହୁଲ ଏବଂ ସୋନିଆଙ୍କ ସହ ଜଡ଼ିତ ୭୫୨ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଜି ଏହି ମାମଲାରେ ଇଡି…

ଶିକ୍ଷା ସୁରକ୍ଷା ଓ ରୋଜଗାର ଦାବିରେ ଏବିଭିପିର ସମାବେଶ

ଭୁବନେଶ୍ୱର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ତରଫରୁ ଶିକ୍ଷା ସୁରକ୍ଷା ରୋଜଗାର ଦାବିରେ ମଙ୍ଗଳବାର ଏକ ବିଶାଳ ଛାତ୍ର ସମାବେଶ…

ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠରେ ଗୋଷ୍ଠାଷ୍ଟମୀ ଉତ୍ସବ

ପୁରୀ: ପୁରୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠ ଗୋଶାଳା ପରିସରରେ ଗୋଷ୍ଠାଷ୍ଟମୀ ଉତ୍ସବ ପବିତ୍ର କାର୍ତ୍ତିକ ଶୁକ୍ଳ ଅଷ୍ଟମୀ ତିଥିରେ ମହାସମାରୋହରେ…