ଏସିଆନ ଗେମ୍ସ କ୍ରିକେଟ୍‌ରେ ଭାରତୀୟ ଟିମ୍‌ର ଦମ୍‌ଦାର ବିଜୟ

ମୁମ୍ବାଇ : ଏସିଆନ ଗେମ୍ସ କ୍ରିକେଟ୍‌ରେ ଭାରତୀୟ ଟିମ୍‌ର ଦମ୍‌ଦାର ବିଜୟ । ୨୩ ରନ୍‌ରେ ନେପାଳ ଟିମ୍ ମାତ୍ ଦେଲା…

ବନ୍ତ ଶିଶୁମନ୍ଦିରର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଭଦ୍ରକ: ଏହି ଜିଲାର ବନ୍ତ ଶିଶୁ ମନ୍ଦିର ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ସୁଧାଂଶୁ…

ମଣିପୁରରେ ଦୁଇ ଛାତ୍ରଛାତ୍ରୀଙ୍କ ହତ୍ୟା ଅଭିଯୁକ୍ତ ଗିରଫ

ଇମ୍ଫାଲ :ମଣିପୁରରେ ଦୁଇଜଣ ଛାତ୍ରଛାତ୍ରୀଙ୍କୁହତ୍ୟା ଘଟଣାରେ ସିବିଆଇ ଆକ୍ସନନେଇଛି । ୬ ଜଣଙ୍କୁ ଗିରଫ କରିଛିଜାତୀୟ ଯାଞ୍ଚ ଏଜେନ୍ସି । ତେବେଅଭିଯୁକ୍‌ତଙ୍କ…

ଏନଆଇଏ ଦ୍ବାରା ମୋଷ୍ଟ ୱାଣ୍ଟେଡ୍‌ଆତଙ୍କବାଦୀ ଶାହନବାଜ୍ ଔରଫ ଶୈଫି ଉଜ୍ଜମା ଗିରଫ

ନୂଆଦିଲ୍ଲୀ : ବଡ଼ ଆତଙ୍କୀହମଲା ପ୍ଲାନ୍ ଫେଲ୍ । ଦିଲ୍ଲୀ ପୋଲିସକୁ ମିଳିଲାସଫଳତା । ଆତଙ୍କୀ ଗତିବିଧି ପୂର୍ବରୁ ମାଷ୍ଟର ମାଇଣ୍ଡକୁବାନ୍ଧିଲା…

ସରସ୍ୱତୀ ଶିଶୁ ଜ୍ଞାନମନ୍ଦିରରେ ଗାନ୍ଧୀ ଜୟନ୍ତୀ ପାଳିତ

ନବରଙ୍ଗପୁର- ସ୍ଥାନୀୟ ସରସ୍‌ତୀ ଶିଶୁ ଜ୍ଞାନ ମନ୍ଦିରରେ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ…

ମୁସଲିମ୍ ଯୁବକ ଦ୍ବାରା ଶିଶୁ ମନ୍ଦିରରୁ ପ୍ରାର୍ଥନା ମଣ୍ଡପର ଆଜବେଷ୍ଟସ୍ ଭାଙ୍ଗି ପଙ୍ଖା ଚୋରି

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଙ୍ଖା ଚୋରି କରି ଚୋର ଗିରଫ, ସହଯୋଗୀ ଫେରାର ଭଦ୍ରକ, ୨ା୧୦ (ଶ୍ରୁମ.ି) : ପୁରୁଣାବଜାର ସ୍ଥିତ…

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ହେଉ : ବିଶ୍ୱ ହିନ୍ଦୁ ପରିଷଦ

ଭୁବନେଶ୍ୱର: ଧର୍ମାନ୍ତରୀକରଣ ବିରୁଦ୍ଧରେ ନିଜର ପ୍ରାଣ ଉତ୍ସର୍ଗ କରିଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି…

ଏବିଭିପିର ଆଗାମୀ ଦିଲ୍ଲୀ ରାଷ୍ଟ୍ରୀୟ ଅଧିବେଶନ ପାଇଁ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର, ୨ ।୧୦ : ୩୦ ନଭେମ୍ବରରୁ ୩ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଅଖିଳ ଭାରତୀୟ…

ଗୋଟିଏ ଦିନର ପ୍ରଦର୍ଶନ ଭାଙ୍ଗିଦେଲା ୧୩ ବର୍ଷ ତଳର ରେକର୍ଡ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ଏସୀୟ କ୍ରୀଡ଼ାରେ ଭାରତ ତା’ର ଜୟଯାତ୍ରା ଅବ୍ୟାହତ ରଖିଛି । ଆଜି କ୍ରୀଡ଼ାର ୯ମ…

ଷ୍ଟିପଲଚେଜରେ ଆଉ ୨ ପଦକ ହାତେଇଲା ଭାରତ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଭାରତୀୟ ଦଳର ଦବଦବା ଜାରି ରହିଛି । ବିଶେଷ କରି ଷ୍ଟିପଲଜେଚରେ ୩ଟି ଯାକ ପଦକ ଜିତି…