ମାତ୍ର ୬୦ ଟଙ୍କାରେ ମିଳିବ ‘ଭାରତ ଡାଲି’

ନୂଆଦିଲ୍ଲୀ : ଗତ କିଛି ମାସ ଧରି ମୁଦ୍ରାସ୍ଫୀତି ଯୋଗୁଁ ସାଧାରଣ ଜନତା ଅସୁବିଧାରେ ପଡ଼ିଥିଲେ, କିନ୍ତୁ ଅକ୍ଟୋବର ପାଇଁ ମୁଦ୍ରାସ୍ଫୀତି…

ଚମ୍ପୁଆ ଶିଶୁ ମନ୍ଦିରରେ ଶିଶୁ ଦିବସ

ଚମ୍ପୁଆ: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳିତ ହୋଇଯାଇଛି ।…

ସରସ୍ୱତୀ ଶିଶୁମନ୍ଦିର ୨୮ତମ ପ୍ରତିଷ୍ଠା ଦିବସ ପାଳିତ

ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୁଅଁରପୁର ସ୍ଥିତ ସରସ୍ୱତୀ ଶିଶୁମନ୍ଦିର ରେ ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି.ଏଥିରେ…

ତରୁଣ ପ୍ରଜ୍ଞା ଭାରତୀ ତରଫରୁ ଯୋଗାସନ ପ୍ରତିଯୋଗିତା

ଜୟପୁର- ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନର ସୂର୍ଯ୍ୟନମସ୍କାର, ଯୋଗାସନ, ଦଣ୍ଡଚାଳନା ଓ ଶଙ୍ଖବାଦନ ପ୍ରତିଯୋଗିତା ନାରାୟଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ…

ଶ୍ରୀମନ୍ଦିରରେ ବ୍ୟାନ୍ ହେଲା ପାନ, ଗୁଟ୍‌ଖା

ପୁରୀ: ଶ୍ରୀମନ୍ଦିରରେ ପାନଗୁଟୁଖା ଉପରେ ଆଜିଠାରୁ କଟକଣା ଜାରି ହେଲା । ପାନଗୁଟୁଖାକୁ ନିଷିଦ୍ଧ କଲା ଶ୍ରୀମନ୍ଦିର ପ୍ରଶାସନ । ବରାହ…

ସମର୍ପିତ ରାଷ୍ଟ୍ରଭକ୍ତ ରଙ୍ଗାହରିଜୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ବୌଦ୍ଧିକ ପ୍ରମୁଖ ସ୍ୱର୍ଗତ ରଙ୍ଗାହରିଜୀ ଥିଲେ ସଂଘ ବିଚାରର କ୍ରିୟାରୂପ । ତାଙ୍କ…

ଶିଶୁ ବିଦ୍ୟାମନ୍ଦିରରେ ୫ ହଜାର ପ୍ରଦୀପପ୍ରଜ୍ୱଳନ କରି ଦୀପାବଳି ଉତ୍ସବ ପାଳିତ

ପାରଳାଖେମୁଣ୍ଡି: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଦୀପାବଳୀ ଉତ୍ସବକୁ ମହାସମାରୋହରେ ପାଳନ କରାଯାଇଛି । ୫ ହଜାର ପ୍ରଦୀପକୁ ପ୍ରଜ୍ୱଳନ କରି…

ପ୍ରଭୁ ଶ୍ରୀରାମକୁ ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଆକ୍ଷେପକୁ ବିରୋଧ କରି ଅଭିଯୋଗପତ୍ର ପ୍ରଦାନ

ବାସୁଦେବପୁର : ବାସୁଦେବପୁର ରେ ହିନ୍ଦୁ ଜାଗରଣ ମଞ୍ଚ ଓଡ଼ିଶା ପୂର୍ବ, ବାସୁଦେବପୁର ଶାଖା ତରଫରୁ ଓଡ଼ିଶା ସରକାରଙ୍କ ଓଡ଼ିଶା ଆଦର୍ଶ…

10 करोड़ से अधिक परिवारों को देंगे श्रीराम जन्मभूमि का निमंत्रण – आलोक कुमार

नई दिल्ली. विश्व हिन्दू परिषद के केन्द्रीय कार्याध्यक्ष व वरिष्ठ अधिवक्ता आलोक कुमार ने कहा कि…

ସାହାରାଗଡିଆ ଗ୍ରାମରୁ ବିରଳ ଶିବ-ପାର୍ବତୀ ମୂର୍ତ୍ତି ଉଦ୍ଧାର

ଭଦ୍ରକ: ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତ ସାହାରାଗଡିଆ ଗ୍ରାମରୁ ବିରଳ ଶିବ-ପାର୍ବତୀ ମୂର୍ତ୍ତି ଉଦ୍ଧାର ହୋଇଛି ।…