Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
Odia News Archives - Page 243 of 271 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋବିନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକୋତ୍ସବ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୫ମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ…

ବୁଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ

ବୁଗୁଡ଼ା: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ୱପରିସରରେ ପଞ୍ଚବିଂଶତି ବାର୍ଷିକ ଉତ୍ସବ ପରି·ଳନା ସମିତି ସଭାପତି ଡ.ବ୍ରଜ କିଶୋର…

ବାଲାଜୀ ବିହାର ଶିଶୁବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ

ଭବାନୀପାଟଣା: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ପରିସରରେରେ ସାମୂହିକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ…

ଓଡ଼ିଶା ସରକାର ଯେତିକି ମାଗିଥିଲେ ତା’ଠୁ ୧୯% ଅଧିକ ଦେଇଛନ୍ତି କେନ୍ଦ୍ର ସରକାର

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟରେ ଓଡିଶାକୁ ରେଳ ଅନୁଦାନରେ ଅଗ୍ରାଧିକାର ଦିଆଯାଇଛି । ରାଜ୍ୟକୁ ୧୦,୦୧୨କୋଟି ଟଙ୍କା ଅନୁଦାନ…

ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଫଟୋ ନୋଟ୍ରୁ ହଟିବ

ନୂଆଦିଲ୍ଲୀ : ଅଷ୍ଟ୍ରେଲୀୟ ବ୍ୟାଙ୍କ୍ ନୋଟ୍ ରେ ଥିବା ରାଣୀ ଦ୍ୱିତୀୟ ଏଲିଜାବେଥ୍ଙ୍କ ପ୍ରତିକୃତି ହଟାଇ ଦିଆଯିବ । ଏଭଳି କହିଛି…

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମା ମେଳା

–ଅଲେଖ ଚନ୍ଦ୍ର ସାମଲ–ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମା ମେଳା । ମାନବଧର୍ମର ମହୋତ୍ସବ କୁହାଯାଉଥିବା ଏହି ଯୋରନ୍ଦା ମହିମା ମେଳାରେ ଲକ୍ଷ…

ବିଶ୍ୱ ବ୍ୟାଙ୍କ୍ ‘ସିନ୍ଧୁ ଜଳ ଚୁକ୍ତି’ର ବ୍ୟାଖ୍ୟା କରିପାରିବ ନାହିଁ: ଭାରତ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କିଷେନ୍ଗଙ୍ଗା ଓ ରାଟେଲ୍ ଜଳବିଦ୍ୟୁତ୍ ପ୍ରକଳ୍ପ ଉପରେ ନୂଆଦିଲ୍ଲୀ ଓ ଇସ୍ଲାମାବାଦ ମଧ୍ୟରେ ଉପୁଜିଥିବା…

ଆସାମ ସରକାର ବାଲ୍ୟ ବିବାହ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି

ଗୁଆହାଟୀ: ଆସାମ ସରକାର ବାଲ୍ୟ ବିବାହ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ହିମନ୍ତ ସରକାର ଏହି କୁପ୍ରଥା ବିରୋଧରେ…

ଅଷ୍ଟ୍ରେଲିଆ ମାଟିକୁ ଭାରତ ବିରୋଧୀ କାମ ପାଇଁ ବ୍ୟବହାର କରାନଯାଉ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନେ ବାରମ୍ବାର ଭାରତୀୟଙ୍କ ଉପରେ ଆକ୍ରମଣ କରୁଛନ୍ତି ଓ ମନ୍ଦିର ଭାଙ୍ଗୁଛନ୍ତି । ଏ ଦିଗରେ ଦୃଢ଼…

କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ-ଏ ମହମ୍ମଦର ଆଡ୍ଡାର ପର୍ଦ୍ଦାଫାଶ

ଶ୍ରୀନଗର: ଜମ୍ମୁ- କଶ୍ମୀର କୁଲଗାମେର ସକ୍ରିୟ ଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍?-ଏମହମ୍ମଦର ଏକ ଆଡ୍ଡାର ପର୍ଦ୍ଦାଫାଶ କରି ଶୁକ୍ରବାର ଦିନ…