Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
Odia News Archives - Page 221 of 272 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳନ

ଜଟଣୀ: ଜଟଣୀ କଲେଜ ରୋଡ଼ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ରାଷ୍ଟ୍ରୀୟ ନବବର୍ଷ ପାଳନ କରାଯାଇଥିଲା । ଏଥିରେ ଅବସରପ୍ରାପ୍ତ ପ୍ରଶାସନିକ…

ରାଜନଗର ବ୍ଲକ ରାଷ୍ଟ୍ରୀୟ ସ୍ୱୟଂସେବକ ଖଣ୍ଡ ଆନୁକୂଲ୍ୟରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

ରାଜନଗର: ରାଜନଗର ବ୍ଲକ ରାଷ୍ଟ୍ରୀୟ ସ୍ୱୟଂସେବକ ଖଣ୍ଡ ଆନୁକୂଲ୍ୟରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଖଣ୍ଡ କାର୍ଯ୍ୟବାହ ଦର୍ପନାରାୟଣ ଜେନାଙ୍କ…

ଆମ ସଂସ୍କୃତି ବିକାଶ ମଞ୍ଚ’ ପକ୍ଷରୁ ରାଷ୍ଟ୍ରିୟ ହିନ୍ଦୁ ନବବର୍ଷ ପାଳିତ

ନୀଳଗିରି: ନୀଳଗିରି ଥାନା ଅଧିନସ୍ଥ ଶ୍ୟାମସୁନ୍ଦରପୁର ଗ୍ରାମରେ ଆମ ସଂସ୍କୃତି ବିକାଶ ମଂଚ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ମହାସମାରୋହରେ ପାଳନ…

ଅମ୍ବାଦଳା ଛତ୍ରପତି ଶିବାଜି ପ୍ରଭାତ ଶାଖା ଆନୁକୂଲ୍ୟରେ ପାଳିତ ହୋଇଛି ପବିତ୍ର ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ

ଅମ୍ବାଦଳାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ଅମ୍ବାଦଳା: ଅମ୍ବାଦଳା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତ୍ୟକ୍ଷ ତତ୍ୱାବଧାନରେ ଛତ୍ରପତି ଶିବାଜି ପ୍ରଭାତ ଶାଖା…

ଶରଣକୁଳ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

ଓଡଗାଁ : ଶରଣକୁଳର ଅଗ୍ରଣୀ ଶିକ୍ଷଅନୁଷ୍ଠାନ ସରସ୍ୱତୀ ଶିଶୁ ୍ୱିଦ୍ୟାମନ୍ଦିର ପକ୍ଷରୁ ଚୈତ୍ର ଶୁକ୍ଳ ପ୍ରତିପଦା ତଥା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ…

ଋଣ ବଦଳରେ ପଡୋଶୀଙ୍କୁ ଯୁଦ୍ଧାସ୍ତ୍ର ଯୋଗାଉଛି ପାକିସ୍ତାନ

ଇସଲାମାବାଦ : ପାକିସ୍ତାନରେ ଆର୍ଥôକ ସଂକଟ ଜାରି । ଋଣ ପାଇଁ ନିଜ ଯୁଦ୍ଧାସ୍ତ୍ରକୁ ବନ୍ଧକ ରଖିବ ପଡୋଶୀ । ଋଣ…

ବର୍ଷକୁ ୪,୪୧୧ କୋଟି ଆୟ କରିବ ତିରୁପତି ମନ୍ଦିର

ହାଇଦ୍ରାବାଦ: ପ୍ରସିଦ୍ଧ ତିରୁପତି ମନ୍ଦିର ଏପ୍ରିଲ ୧ରୁ ଅରମ୍ଭ ହେଉଥିବା ନୂତନ ଆର୍ଥôକ ବର୍ଷରେ ମୋଟ୍ ୪,୪୧୧ କୋଟି ଟଙ୍କାର ରାଜସ୍ୱ…

୫୩ ଦେଶରେ ଚୀନ ଖୋଲିଛି ୧୦୨ ପୋଲିସ ଷ୍ଟେସନ

ନୂଆଦିଲ୍ଲୀ: ସାରା ଦୁନିଆରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଚୀନ ନୂଆ ଚକ୍ରାନ୍ତ ରଚିବାରେ ଲାଗିଛି । ୨୦୨୨ ସେପ୍େଟମ୍ୱରରେ…

ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର

ନୂଆଦିଲ୍ଳୀ: କନ୍ନଡ଼ ଫିଲ୍ମ ଅଭିନେତା ଚେତନ କୁମାର ଗିରଫ । ହନ୍ଦୁ ଧର୍ମ ଉପରେ ଏକ ବିବାଦୀୟ ଟ୍ୱିଟ୍କୁ ନେଇ ଚେତନ…

ଆମେରିକାରେ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ହମଲା ଘଟଣାକୁ ନିନ୍ଦା କରିଛି ହ୍ୱାଇଟ୍ ହାଉସ

ୱାଂଶିଟନ: ଆମେରିକାରେ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ହମଲା ଘଟଣାକୁ ନିନ୍ଦା କରିଛି ହ୍ୱାଇଟ୍ ହାଉସ । ଶିଖ୍ ବିଚ୍ଛିନ୍ନବାଦୀଙ୍କ…