Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
Odia News Archives - Page 210 of 304 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜ୍ୟରେ ଅଧାରୁ ପାଠ ଛାଡିଛନ୍ତି ୫ ହଜାରୁ ଅଧିକ ପିଲା

ଭୁବନେଶ୍ୱର: ଓଡ଼ିଶାରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବଢୁଛି । ରାଜ୍ୟରେ ୭୬୮୨ ପିଲା ଅଧାରୁ ପାଠ ଛାଡ଼ିଛନ୍ତି ।…

ନାଟୋ ପ୍ଲସରେ ସାମିଲ ହେବ ଭାରତ : ବିଲ ଆଗତ ପାଇଁ ପ୍ରସ୍ତୁତି

ୱାଶିଂଟନ : ଆମେରିକାର କଂଗ୍ରେସ କମିଟି ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଭାରତକୁ ନାଟୋ ପ୍ଲସ ରେ ସାମିଲ କରିବାକୁ ସୁପାରିଶ…

ଗ୍ରାହକ ପଂଚାୟତର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ବଲାଙ୍ଗୀରରେ ପ୍ରସ୍ତୁତି ପାଇଁ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗୀର: ଆଗାମୀ ସେପ୍ଟମ୍ବର ୨୦୨୩ରୁ ଆଗଷ୍ଟ୨୦୨୪ ପଯ୍ୟନ୍ତ ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ ପାଇଁ ବଲାଙ୍ଗିର…

ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟିଲା

କେନ୍ଦୁଝର : କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଧ୍ରୁପଦା ନିକଟରେ ଏକ ଗୋରୁ ବୋଝେଇ ପିକ୍ ଅପ ଭ୍ୟାନ (ଓଆର୍ ୧୧ଜେ/୮୫୧୧)…

ନାବାଳିକାଙ୍କୁ ଯୌନ ନିର୍ଯାତନା ମହଙ୍ଗା ପଡ଼ିଲା; ଗିରଫ ହେଲେ ପାଦ୍ରୀ

ଚେନ୍ନାଇ: ଜନୈକା ନାବାଳିକାଙ୍କୁ ଦୀର୍ଘ ୫ ବର୍ଷ ଧରି ଯୌନ ନିର୍ଯାତନା ଦେବା ଅଭିଯୋଗରେ ତାମିଲନାଡୁର ଜଣେ ପାଦ୍ରୀଙ୍କୁ ପୋକ୍ସୋ ଆକ୍ଟ…

ସ୍ୱଦେଶୀ ଜ୍ଞାନକୌଶଳରେ ଭାରତ ନିର୍ମାଣ କରିଛି ଏହି ଘାତକ ଡ୍ରୋନ

ନୂଆଦିଲ୍ଲୀ : ଭାରତ ସରକାର ଆମେରିକାରୁ ୩୦ଟି ପ୍ରିଡେଟର ଡ୍ରୋନ କିଣିବା ନିଷ୍ପତ୍ତି ନେବା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି…

ପଶ୍ଚିମବଙ୍ଗ ସରକାରଙ୍କୁ ଝଟକା, ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବାହିନୀ ମୁତୟନ ରାୟକୁ କାୟମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନୀ ହିଂସା ମାମଲାରେ ସୁପ୍ରିମକୋର୍ଟ ମମତା ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ବଡ…

ଆତଙ୍କବାଦର ସମର୍ଥନରେ ଚୀନ୍

ନ୍ୟୁୟର୍କ: ପୁଣି ଥରେ ପାକିସ୍ତାନୀ ଆତଙ୍କବାଦୀଙ୍କ ସମର୍ଥନରେ ଛିଡ଼ା ହୋଇଛି ଚୀନ । ଲସ୍କର ଆତଙ୍କବାଦୀ ସାଜିଦ୍ ମୀରକୁ ଜାତିସଂଘରେ ବିଶ୍ୱ…

ସରସ୍ୱତୀ ବିଦ୍ୟା ମନ୍ଦିରର ଦୀକ୍ଷାନ୍ତ ସମାରୋହ

ଭୁବନେଶ୍ୱର-ନୀଳାଦ୍ରିବିହାର ସରସ୍ୱତୀ ବିଦ୍ୟା ମନ୍ଦିରର ଦୀକ୍ଷାନ୍ତ ସମାରୋହ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚ…

ଲଦାଖରେ ୧୫ ହଜାର ଫୁଟ ଉପରେ ଭାରତୀୟ ସେନାର ଯୋଗାଭ୍ୟାସ

ଲେହ : ଲଦାଖରେ ୧୫ ହଜାର ଫୁଟ ଉଚ୍ଚତାରେ ଭାରତୀୟ ସେନା ଯବାନମାନେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି ।…