ହେନ୍ତାଳ ଜଙ୍ଗଲ ଉପରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ଲୋଲୁପ ଦୃଷ୍ଟି କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକୁ ୧୯୪୭ ମସିହା ପରେ ଦେଶ ବିଭାଜନ ସମୟରେ…
Author: Contributor
ଏବିଭିପି ପକ୍ଷରୁ ଭଦ୍ରକ ନଗର ବୈଠକ
ଏବିଭିପି ପକ୍ଷରୁ ଭଦ୍ରକ ନଗର ବୈଠକ ଭଦ୍ରକ ; ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ( ଏବିଭିପି), ଭଦ୍ରକ ନଗର ପକ୍ଷରୁ ସହରର ବାବା…
ଗୋରୁ ବୋଝେଇ କଣ୍ଟେନର ଧକ୍କାରେ ରେଢ଼ାଖୋଲ ଥାନା କଦଳୀଗଡ଼ରେ ଥିବା ଟୋଲ୍ଟ ଭାଙ୍ଗିଲା
ରେଢ଼ାଖୋଲ: ଏକ ଗୋରୁ ବୋଝେଇ କଣ୍ଟେନର ଧକ୍କାରେ ରେଢ଼ାଖୋଲ ଥାନା କଦଳୀଗଡ଼ରେ ଥିବା ଟୋଲ୍ଟ ସହିତ ରେଢ଼ାଖୋଲ ସହରରେ ଥିବା ଦୁଇଟି…
ଅରିଲୋ କାଶୀ ବଜାର ଛକରେ ଗୋରୁ ଗାଡ଼ି ଜବତ
ଗୋରୁ ଗାଡ଼ି ଜବତ, ଚାଳକ ଫେରାରଫୁଲନଖରା : କଟକ ସଦର ଥାନା ପୁଲିସ ଏକ ଗୋରୁ ଚାଲାଣ ଗାଡ଼ିକୁ ଜବତ କରିଛି।…
ମୟୂରଭଞ୍ଜ ପାଲଟିଛି ଗୋ ମାଫିଆଙ୍କ କରିଡ଼ର
ବରଯାତ୍ରୀ ଗାଡ଼ିକୁ ଧକ୍କା ଦେଲା ଗୋରୁ ବୋଝେଇ ପିକଅପ୍ରାଇରଙ୍ଗପୁର/ବାଦାମପାହାଡ଼- ମୟୂରଭଞ୍ଜ ପାଲଟିଛି ଗୋ ମାଫିଆଙ୍କ କରିଡ଼ର ା ସୋମାଲିଆ ରାକେଟ୍ ଯୋଗୁ…
କେଶବଧାମରେ ଶିଶୁ ଭାରତୀ ଶପଥପାଠ ଉତ୍ସବ
କେଶବଧାମରେ ଶିଶୁ ଭାରତୀ ଶପଥପାଠ ଉତ୍ସବକଟକ-ବିଦ୍ୟାଧରପୁର: କେଶବଧାମ ସରସ୍ବତୀ ବିଦ୍ୟା ମନ୍ଦିର (ଆବାସିକ)ରେ ଶିଶୁ ଭାରତୀ ମନ୍ତ୍ରୀମଣ୍ଡଳ ଶପଥପାଠ ଉତ୍ସବ ଅନୁଷ୍ଠିତ…
ନୀଳଗିରି ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ନୀଳଗିରି ରଥଯାତ୍ରାରେ ସେବାକାର୍ଯ୍ୟ
ଏବିଭିପି ପକ୍ଷରୁ ସେବାକାର୍ଯ୍ୟନୀଳଗିରି, ୧/୨; ନୀଳଗିରି ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ନୀଳଗିରି ରଥଯାତ୍ରାରେ ସେବାକାର୍ଯ୍ୟ କରାଯାଇଛି।…
ସମସ୍ତେ ହାତେଇ ନେଇଛନ୍ତି ଭାରତୀୟ ପ୍ରମାଣପତ୍ର
ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟକୁ ନେଇ ଅକଳରେ ପଡୁଛନ୍ତି ଅଧିକାରୀ | ଗଲା ଦଶଦିନ ଭିତରେ ବହୁ ଲୋକଙ୍କୁ…
3 ଜୁଲାଇରେ ନନ୍ଦିଘୋଷ ରଥର ହେବ ଦକ୍ଷିଣ ମୋଡ
ଆରମ୍ଭ ହେଲା ବାହୁଡ଼ା ପ୍ରସ୍ତୁତି। ଆରମ୍ଭ ହୋଇଛି ୩ ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା। ଗତକାଲି ପ୍ରଥମେ ରଥରେ ବ୍ରେକ ଓ…
ରଥ ଭାଙ୍ଗିଲେ ଲକ୍ଷ୍ମୀ ସାଆନ୍ତାଣୀ
ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଗୁଣ୍ଡିଚା ମନ୍ଦିରରେ ଲାଗୁଛି ଭକ୍ତଙ୍କ ଗହଳି। ଜନ୍ମବେଦିରେ ଲୀଳାଖେଳା କରୁଛନ୍ତି ଦାରୁବିଗ୍ରହ। ମହାପ୍ରଭୁଙ୍କ ମାନବୀୟ…