ନୂଆଦିଲ୍ଲୀ : ଆମେରିକା ରାଜନୀତିରେ ରୋ ଖାନ୍ନାଙ୍କ ନାଁ ହଠାତ ଚର୍ଚ୍ଚାକୁ ଆସିଛି । ୨୦୨୪ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି…
Author: Contributor
ପାକିସ୍ତାନ ସରକାରଙ୍କ ବିରୋଧରେ ପିଓକେରେ ବିରୋଧ ପ୍ରଦର୍ଶନ
ଲାହୋର: ପାକିସ୍ତାନର ସମସ୍ୟା କମିବାର ନାମ ନେଉନାହିଁ । ଅର୍ଥôକ ଅବସ୍ଥା, ବନ୍ୟା ଓ ଖାଦ୍ୟ ସଙ୍କଟ ସହ ସଂଘର୍ଷ କରୁଥିବା…
ଏମ.ଭି ଗଙ୍ଗାବିଳାସ’ ଯାତ୍ରାର ଶୁଭାରମ୍ଭ:ନଦୀ ପରିକ୍ରମା କାର୍ଯ୍ୟ ୫୧ ଦିନ ପର୍ଯ୍ୟନ୍ତ ଚାଲିବ
ବାରଣାସୀ,୧୩ା୧: ଜାନୁଆରୀ ୧୩ ତାରିଖ ଦିନ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀରେ ବିଶ୍ୱର ଦୀର୍ଘତମ ‘ରିଭର୍ କ୍ରୁଜ୍’…
ବରିଷ୍ଠ ପ୍ରଚାରକ ହସ୍ତିମଲଜୀ ହସ୍ତିମଲଜୀଙ୍କ ଦେହାନ୍ତ
ଦୁଃଖଦ ଖବର :- ରାଷ୍ଟ୍ରୀୟ_ସ୍ଵୟଂସେବକ_ସଂଘ ଅଖିଳ ଭାରତୀୟ କାର୍ଯ୍ୟନିର୍ବାହୀ ନିମନ୍ତ୍ରିତ ସଦସ୍ୟ, 77 ବର୍ଷୀୟ ଶ୍ରୀମାନ ହସ୍ତିମଲଜୀ, ବରିଷ୍ଠ ପ୍ରଚାରକ ଆଜି…
କୁଟାସିଂହାଠାରେ ମକର ଉତ୍ସବ
ବଲାଙ୍ଗିର : ଆଗଲପୁର ବ୍ଲକ୍ର କୁଟାସିଂହାଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ପବିତ୍ର ମକରସଂକ୍ରାନ୍ତି ଉତ୍ସବ ମହାସମାରୋହରେ ପାଳିତ ହେଇଯାଇଛି ।…
ଦିଗପହଣ୍ଡି ନଗର ଏବିଭିପି ପକ୍ଷରୁ ବିବେକାନନ୍ଦ ଙ୍କ ୧୬୦ତମ ଜୟନ୍ତୀ ପାଳନ
ଦିଗପହଣ୍ଡି: ଦିଗପହଣ୍ଡି ନଗର ଏବିଭିପି ପକ୍ଷରୁ ବିବେକାନନ୍ଦ ଙ୍କ ୧୬୦ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ରାଷ୍ଟ୍ରୀୟ ଯୁବ…
ମକର ସଂକ୍ରାନ୍ତି ଉତ୍ସବ
ବ୍ୟାସନଗର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଆଜି ସ୍ଥାନୀୟ ଏନ୍ସି ହାଇସ୍କୁଲ ପଡ଼ିଆରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ହୋଇଯାଇଛି ।…
କୋର୍ଟ ଦ୍ୱାରା ସେକୁଲାରିଜମ ରାଷ୍ଟ୍ରରେ ସଠିକ ନିର୍ଣ୍ଣୟ
ପ୍ରୟାଗରାଜ:ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ରାଜପଥର ପ୍ରଶସ୍ତିକରଣରେ ବାଧା ସାଜୁଥିବହା ସୈଦାବାଦ ଶାହୀ ମସଜିଦକୁ ଧ୍ୱସ୍ତ କରି ଦିଆଯାଇଛି । ଏହି ମସଜିଦଟି…
ବ୍ୟାସକବି ଫକୀରମୋହନ ଜୟନ୍ତୀ ପାଳିତ
ଭୁବନେଶ୍ୱର: ସ୍ଥାନୀୟ ବିଶ୍ୱସମ୍ବାଦ କେନ୍ଦ୍ର, ଓଡିଶା ଠାରେ ବିଶ୍ୱସମ୍ବାଦ କେନ୍ଦ୍ର, ଓଡିଶା ଓ ଉକ୍ରଳୀୟ ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ଶାଖା ପକ୍ଷରୁ…
ଚ୍ୟାନେଲଗୁଡ଼ିକ ପରସ୍ପର ବିରୋଧରେ ପ୍ରତିଯୋଗିତା କରି ସମାଜରେ ବିଭାଜନ ସୃଷ୍ଟି କରୁଛନ୍ତି
ନୂଆଦିଲ୍ଲୀ : ହେଟ୍ ସ୍ପିଚ୍ ମାମଲାରେ ଶକ୍ତ ହୋଇଛନ୍ତି ସୁପ୍ରିମକୋର୍ଟ । କଡା କାର୍ଯ୍ୟାନୁଷ୍ଟାନ କରିବାକୁ ସିଧାସଳଖ ଦେଇଛନ୍ତି ନିଦେ୍ର୍ଦଶ ।…