ଖୋର୍ଦ୍ଧାରୁ ବାଲେଶ୍ଵର ଲମ୍ବିଛି ଗୋ-ଚାଲାଣ ରାକେଟ

ଖୋର୍ଦ୍ଧାରୁ ବାଲେଶ୍ଵର ଲମ୍ବିଛି ଗୋ-ଚାଲାଣ ରାକେଟଖୋର୍ଦ୍ଧାରୁ ଭଦ୍ରକ, ବାଲେଶ୍ଵର ଦେଇ କଲକତା ଯାଏଁ ଗୋରୁ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି ।…

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଚାଲିଛି ଦୁଇ ଦିନିଆ କର୍ମଶାଳା

ଉପରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଦେବାର ଠିକ୍ ପୂର୍ବରୁ, ରବିବାର ସଂସଦ ପରିସରରେ ବିଜେପିର ଏକ ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଛି…

ଭାରତ ଅଭିଯୋଗ କରୁଥିଲା କାନାଡ଼ା ସ୍ୱୀକାର କଲା

ଖଲିସ୍ତାନୀ ଆତଙ୍କବାଦୀଙ୍କ । ଯିଏ ଭାରତରେ ସୃଷ୍ଟି କରିଥାନ୍ତି ଅରାଜକତା । ବିଦେଶରୁ ଟଙ୍କା ପାଇ ଭାରତରେ କରିଥାନ୍ତି ଉତ୍ପାତ ।…

ପାଣିରେ ସେନା ଦେଖାଇଛି ଶକ୍ତି

ନୂଆଦିଲ୍ଲୀ: ବର୍ଷା, ବନ୍ୟାରେ ଛଟପଟ ଉତ୍ତର ଭାରତ । କେଉଁଠି ଭୂସ୍ଖଳନ ତ ଆଉ କେଉଁଠି ବାଦଲ ଫଟା ବର୍ଷା ଜନଜୀବନକୁ…

ଓଡ଼ିଶା ସରକାରଙ୍କଦ୍ୱାରା ଶିକ୍ଷାର ଉନ୍ନତି ଏବଂ ଗୁଣାତ୍ମକ ଶିକ୍ଷାପାଇଁ ଠିକା ନିଯୁକ୍ତ ପ୍ରଥା ଉଚ୍ଛେଦ ଘୋଷଣାକୁ ସ୍ବାଗତ

                       ଦୀର୍ଘଦିନ ଧରି ଶିକ୍ଷାକ୍ଷେତ୍ରରେ ଆମ ରାଜ୍ୟରେ  ଠିକାନିଯୁକ୍ତି ଚଳି ଆସୁଥୁଲା । ଏହାକୁ ଉଚ୍ଛେଦ କରିବାପାଇଁ “ “ଅଖିଳ ଭାରତୀୟ…

ଭୟରେ ଟ୍ରମ୍ପଙ୍କର କଥା ବଦଳିଲା 

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଆମେ ଭାରତ ଏବଂ ରୁଷକୁ ଚୀନ…

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାବନାକୁ ଗମ୍ଭୀରତାର ସହିତ ସ୍ୱୀକାର କରୁଛି ଏବଂ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଉଛି: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ-ଆମେରିକା ସମ୍ପର୍କକୁ ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ସକାରାତ୍ମକ ଆକଳନକୁ ସେ ଗମ୍ଭୀରତାର…

ଆମୋନିଆ, ସଲଫ୍ୟୁରିକ୍ ଏସିଡ୍ ଏବଂ ନାଇଟ୍ରିକ୍ ଏସିଡ୍ ଭଳି ପ୍ରମୁଖ ସାର କଞ୍ଚାମାଲ ଉପରେ ୫% ଜିଏସଟି, ଯାହା ଦ୍ୱାରା ସାର ସୁଲଭ ହେବ

କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ହ୍ରାସ ଦ୍ବାରା ୧୦ କୋଟିରୁ ଅଧିକ ଦୁଗ୍ଧ ଚାଷୀ…

ସମାବେଶୀ ପଦ୍ଧତି ମାଧ୍ୟମରେ ପ୍ରାଣୀସମ୍ପଦ ଉତ୍ପାଦନ ବୃଦ୍ଧି ପାଇଁ ଗୋଖାଦ୍ୟକୁ ପ୍ରୋତ୍ସାହନ ଉପରେ ଚାରି ଦିନିଆ ତାଲିମ ଶିବିର 

‘‘ସମାବେଶୀ ପଦ୍ଧତି ମାଧ୍ୟମରେ ପ୍ରାଣୀସମ୍ପଦ ଉତ୍ପାଦନ ବୃଦ୍ଧି ପାଇଁ ଗୋଖାଦ୍ୟକୁ ପ୍ରୋତ୍ସାହନ’’ ଉପରେ ଏକ ଚାରି ଦିନିଆ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ (ଆଇସିଏଆର-ସିଆଇଡବ୍ଲୁଏ) ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ କାମଧେନୁ…

ଦେଶ କେ ହିତ୍ ମେଁ କରେଙ୍ଗେ କାମ୍‌

ଭାରତୀୟ ମଜଦୁର ସଂଘର ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେଦେଶ କେ ହିତ୍ ମେଁ କରେଙ୍ଗେ କାମ୍‌ସର୍ବେଶ୍ୱର ବେହେରା ଭାରତୀୟ ମଜଦୁର ସଂଘ…