ଜବଲପୁର-ଜବଲପୁରରେ ଅନୁଷ୍ଠିତ ବନବାସୀ କଲ୍ୟାଣ ଆଶ୍ରମର କେନ୍ଦ୍ରୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ପ୍ରସିଦ୍ଧ କର୍ଣ୍ଣାଟକର ପ୍ରସିଦ୍ଧ ଚିତ୍ରକାର ପଦ୍ମଶ୍ରୀ ଯୋଧଈୟା ବାଇ…
Author: Contributor
ଭାରତୀୟ ସୈନିକ ପିନ୍ଧିବେ ସ୍ବଦେଶୀ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଅଭେଦ
ନୂଆଦିଲ୍ଲୀ: ‘ଅଭେଦ୍ୟ’ର ଅର୍ଥ ହେଉଛି ଯାହାକୁ ପ୍ରବେଶ କରାଯାଇପାରିବ ନାହିଁ। ଏବେ ଶତ୍ରୁପକ୍ଷର ଗୁଳି ଭାରତୀୟ ଯବାନଙ୍କୁ ଛୁଇଁପାରିବ ନାହିଁ ।…
ବିଦ୍ୟୁତ୍ ଚୋରି ଅଭିଯୋଗରେ ସମ୍ଭଲ ସାମ୍ପ୍ରଦାୟିକ ଦଙ୍ଗାର ପ୍ରମୁଖ ଅଭିଯୁ୍କ୍ତ ସ୍ଥାନୀୟ ସମାଜବାଦୀ ପାର୍ଟି ସାଂସଦ ଜିଆ ଉର୍ ରେହମାନ୍ ବାର୍କଙ୍କ ବାସଗୃହକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ
ସମ୍ଭଲ: ବିଦ୍ୟୁତ୍ ଚୋରି ଅଭିଯୋଗରେ ସମ୍ଭଲ ସାମ୍ପ୍ରଦାୟିକ ଦଙ୍ଗାର ପ୍ରମୁଖ ଅଭିଯୁ୍କ୍ତ ସ୍ଥାନୀୟ ସମାଜବାଦୀ ପାର୍ଟି ସାଂସଦ ଜିଆ ଉର୍ ରେହମାନ୍…
ତାଲିବାନକୁ ଆତଙ୍କବାଦୀ ତାଲିକାରୁ ହଟାଇବ ରୁଷିଆ
ନୂଆଦିଲ୍ଲୀ: ତାଲିବାନକୁ ଆତଙ୍କବାଦୀ ତାଲିକାରୁ ହଟାଇବ ରୁଷିଆ । ରୁଷିଆ ସରକାର ଏକ ନୂଆ ଆଇନ ଆଣିଛନ୍ତି, ଯାହାଦ୍ବାରା ସେଠାକାର ଅଦାଲତଗୁଡ଼ିକ ମସ୍କୋ…
ବେଆଇନ ଗୋଚାଲାଣ କରୁଥିବା ଗାଡି ଚାଳକ ଓ ସହାୟକ କୁଲଫିକର ଓ ଜାଫର ଗିରଫ
୧୧ଗୋରୁ ସହ ଗାଡ଼ି ଜବତ, ୨ଗିରଫଜଗତସିଂହପୁର, ୧୯/୧୧: ଜଗତସିଂହପୁର ପୁଲିସ ଗୁରୁବାର ସ୍ଥାନୀୟ ଦେଉଳିଗ୍ରାମେଶ୍ବରରୁ ଏକ ପିକଅପ ଗାଡିରେ ବାହାରକୁ ଚାଲାଣ…
ଆଠମଲ୍ଲିକ ଏବିଭିପିର ନଗର ସମ୍ମିଳନୀ
ଆଠମଲ୍ଲିକ ଏବିଭିପିର ନଗର ସମ୍ମିଳନୀଆଠମଲ୍ଲିକ,୧୯/୧୨: ଅଖେଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ସ୍ଥାନୀୟ ଟାଉନ ହଲଠାରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…
ହିନ୍ଦୁମାନଙ୍କୁ ଅତ୍ୟାଚାର ବିରୋଧରେ ପ୍ରତିବାଦ ଶୋଭାଯାତ୍ରା
ହିନ୍ଦୁମାନଙ୍କୁ ଅତ୍ୟାଚାର ବିରୋଧରେ ରେଙ୍ଗାଲିରେ ପ୍ରତିବାଦ ଶୋଭାଯାତ୍ରାରେଙ୍ଗାଲି : ବାଂଲାଦେଶରେ ବାରମ୍ବାର ହିନ୍ଦୁମାନଙ୍କୁ ଅତ୍ୟାଚାର, ଅନ୍ୟାୟ ଏବଂ ଦୁଷ୍କର୍ମ ଓ ହତ୍ୟା…
अधिकारों के साथ ही नागरिक कर्तव्यों का श्रद्धापूर्वक आचरण करना चाहिए – डॉ. मोहन भागवत जी
पुणे (19 दिसंबर, 2024). राष्ट्रीय स्वयंसेवक संघ के सरसंघचालक डॉ. मोहन भागवत जी ने कहा कि…
ସଂଖ୍ୟାଲଘୁମାନେ ଦିନେ ନା ଦିନେ ସଂଖ୍ୟାଗୁରୁ ଭାବେ ପରିଚିତ ଲାଭ କରିବେ
କଲକାତା: ସଂଖ୍ୟାଲଘୁମାନେ ଦିନେ ନା ଦିନେ ସଂଖ୍ୟାଗୁରୁ ଭାବେ ପରିଚିତ ଲାଭ କରିବେ । ଏହି ସମୟ ନିକଟ ହୋଇ ଆସୁଛି…
ଠେଲାପେଲା ଘଟଣାରେ ରାହୁଲଙ୍କ ବିରୋଧରେ ମାମଲା
ନୂଆଦିଲ୍ଲୀ ୧୯/୧୨: ସଂସଦ କମ୍ପ୍ଲେକ୍ସରେ ଠେଲାପେଲା ଘଟଣାରେ ତେଜିଲାଣି ରାଜନୀତି । ବର୍ତ୍ତମାନ ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା…