ଏନଡିଏ ପକ୍ଷରୁ ଘୋଷିତ ପ୍ରାର୍ଥୀ ଚନ୍ଦ୍ରପୁରମ୍‌ ପନ୍ନୁସ୍ବାମୀ ରାଧାକୃଷ୍ଣନଙ୍କ ପ୍ରତି ସମର୍ଥନ ଘୋଷଣା କରିଛି ୱାଇଏସ୍‌ଆରସିପି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଶାସକ ଏନଡିଏ ପକ୍ଷରୁ ଘୋଷିତ ପ୍ରାର୍ଥୀ ଚନ୍ଦ୍ରପୁରମ୍‌ ପନ୍ନୁସ୍ବାମୀ ରାଧାକୃଷ୍ଣନଙ୍କ ପ୍ରତି ସମର୍ଥନ ଘୋଷଣା କରିଛି…

ଶ୍ରୀକ୍ଷେତ୍ରରେ ଶ୍ରୀକୃଷ୍ଣ ଲୀଳା ଆରମ୍ଭ

ପୁରୀ: ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥୁରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ସହ ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରରେ ଶ୍ରୀକୃଷ୍ଣ ଲୀଳା ଆରମ୍ଭ…

ଲାଇଭ୍ ହେଲା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିଜର ଦ୍ୱାଦଶ ସ୍ୱାଧୀନତା ଦିବସ ଭାଷଣରେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧିନରେ ପଞ୍ଜୀକରଣକୁ ସହଜ କରୁଥିବା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲ୍ ଲାଇଭ୍ ହୋଇଛି। କେନ୍ଦ୍ର କ୍ୟାବିନେଟ ୧ ଜୁଲାଇ, ୨୦୨୫ ରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ନାମକ ଏକ ନିଯୁକ୍ତି-ସଂଯୁକ୍ତ ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କରିଥିଲେ। ୯୯,୪୪୬ କୋଟି ଟଙ୍କାର ବ୍ୟୟ ସହିତ, ଏହି ଯୋଜନା ଦୁଇ ବର୍ଷ ମଧ୍ୟରେ ଦେଶରେ ୩.୫ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟିକୁ ପ୍ରେତ୍ସାହିତ କରିବା ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଉତ୍ପାଦନ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେଇ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି, ନିଯୁକ୍ତି ସୁଯୋଗ ଏବଂ ସାମାଜିକ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି। ଏହି ଯୋଜନାର ଲାଭ ୧ ଅଗଷ୍ଟ, ୨୦୨୫ ରୁ ୩୧ ଜୁଲାଇ, ୨୦୨୭ ମଧ୍ୟରେ ସୃଷ୍ଟି ହୋଇଥିବା ନିଯୁକ୍ତି ପାଇଁ ପ୍ରଯୁଜ୍ୟ ହେବ। ଏହି ଯୋଜନା ଅଧିନରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ନୂତନ ନିଯୁକ୍ତିପ୍ରାପ୍ତ ଯୁବକ ଯୁବତୀଙ୍କୁ ଦୁଇଟି କିସ୍ତିରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ନିଯୁକ୍ତିଦାତାଙ୍କୁ ପ୍ରତି ନୂତନ କର୍ମଚାରୀ ପିଛା ମାସକୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରାଯିବ। ଯୋଜନାର ଭାଗ ଏ ଅନ୍ତର୍ଗତ ପ୍ରଥମ ଥର ପାଇଁ ଚାକିରି ଖୋଜୁଥିବା ବ୍ୟକ୍ତିମାନଙ୍କୁ ସମସ୍ତ ଦେୟ ଆଧାର ବ୍ରିଜ୍ ପେମେଣ୍ଟ ସିଷ୍ଟମ୍ (ଏବିପିଏସ) ବ୍ୟବହାର କରି ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର (ଡିବିଟି) ମୋଡ୍ ମାଧ୍ୟମରେ କରାଯିବ। ଭାଗ ବି ଅନ୍ତର୍ଗତ ନିଯୁକ୍ତିଦାତାମାନଙ୍କୁ ଦେୟ ସିଧାସଳଖ ସେମାନଙ୍କର ପାନ-ଲିଙ୍କ୍ ହୋଇଥିବା ଆକାଉଣ୍ଟରେ କରାଯିବ। ନିଯୁକ୍ତିଦାତାମାନେ ଏବେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲ୍ (https://pmvbry.epfindia.gov.in କିମ୍ବା https://pmvbry.labour.gov.in) ପରିଦର୍ଶନ କରି ଏକକାଳୀନ ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ କରିପାରିବେ। ସମସ୍ତ ପ୍ରଥମ ଥର ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଉମଙ୍ଗ ଆପରେ ଉପଲବ୍ଧ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି (ଏଫଏଟି) ମାଧ୍ୟମରେ ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର (ୟୁଏଏନ) ଜେନେରେଟ୍ କରିବାକୁ ପଡିବ।

ପରଜଙ୍ଗ ଗାଁରେ ସହିଦ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ପରଜଙ୍ଗ ଗାଁରେ ସହିଦ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ । ଆଜି ପହଞ୍ଚିଲା କିସ୍ତୱାରରେ ସହୀଦ ଓଡ଼ିଆ ବୀର ଯବାନ ମନୋଜ…

ଆତ୍ମନିର୍ଭର ଭାରତ ପାଇଁ ଇନୋଭେସନକୁ ଆଗେଇ ନେବା

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୭ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଆଇଆଇଟି ଦିଲ୍ଲୀ ପରିଦର୍ଶନ କରିବା ସହ ସ୍ନାତକ, ସ୍ନାତକୋତ୍ତର ଏବଂ ପିଏଚଡ଼ି ଛାତ୍ରଛାତ୍ରୀ, ଉଦ୍ଭାବକ ଏବଂ ଗବେଷକଙ୍କ…

ନିଜସ୍ବ ପାଣ୍ଠିରେ ଗାଁକୁ ନିର୍ମାଣ କଲେ ଅସ୍ଥାୟୀ ପୋଲ

କେନ୍ଦୁଝର ପାଟଣା ବ୍ଲକ ସରାସକୋଲା ପଞ୍ଚାୟତର ଶାଳଧର ଠାରୁ ବାଉଁଶଡିହା ସାହି ଦେଇ ପଞ୍ଚାୟତ ମୁଖ୍ୟାଳୟ କୁ ସଂଯୋଗ କରୁଥୁବା ରାସ୍ତା…

୭ ଜିଲ୍ଲାର ୧୨ ନୂଆ NAC ଗଠନ ପାଇଁ ଘୋଷଣା 

ଲୋକଙ୍କ ଦାବି ପୂରଣ ପାଇଁ ଦିଆଯାଉଛି ପ୍ରାଥମିକତା । ୭ ଜିଲ୍ଲାର ୧୨ ନୂଆ NAC ଗଠନ ପାଇଁ ଘୋଷଣା କରିଛନ୍ତି…

ସିପି ରାଧାକୃଷ୍ଣନଙ୍କୁ ଏନଡିଏର ଉପରାଷ୍ଟ୍ରପତି ପଦପାଇଁ ପ୍ରାର୍ଥୀ ଭାବେ ଘୋଷଣା

ସିପି ରାଧାକ୍ରିଷ୍ଣନ NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ । ସିପି ରାଧାକ୍ରିଷ୍ଣନ ହେଲେ NDA ଉପରାଷ୍ଟ୍ରପତି ପ୍ରାର୍ଥୀ । NDA…

ବିକଶିତ ଭାରତ-2047 ପାଇଁ ମହାକାଶ କାର୍ଯ୍ୟକ୍ରମର ଭୂମିକା ଉପରେ ଆଲୋଚନା

ମହାକାଶରେ ଉଡ଼ିଲା ତ୍ରିରଙ୍ଗା ପତାକା । ମହାକାଶରେ ପତାକା ଉତ୍ତୋଳନ କରି ଜନ୍ମଭୂମିରେ ପାଦ ରଖିଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍…

ରାଷ୍ଟ୍ରଦୀପ ସାପ୍ତାହିକର ଷଷ୍ଟିପୂର୍ତ୍ତି ସମାପନ ସମାରୋହ

ରାଷ୍ଟ୍ରଦୀପ ସାପ୍ତାହିକର ଷଷ୍ଟିପୂର୍ତ୍ତି ସମାପନ ସମାରୋହ ଆଜି ତା- ୧୭-୦୮-୨୦୨୫ରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରାଷ୍ଟ୍ରଦୀପ ସାପ୍ତାହିକର ଷଷ୍ଟିପୂର୍ତ୍ତି…