ମେଘାଳୟର ଜୋୱାଇ ବିଭାଗ ଦ୍ୱାରା ‘ପ୍ରମୁଖ ନାଗରିକ ସମ୍ମିଳନୀ’

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ଅବସରରେ, ୧୩ ସେପ୍ଟେମ୍ବର ୨୦୨୬ରେ ମେଘାଳୟର ଜୋୱାଇ ବିଭାଗ ଦ୍ୱାରା ଆମ୍‌ଲାରେମ୍ ଖଣ୍ଡଠାରେ ଆରଏସ୍‌ଏସ୍‌ ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭି. ଭାଗୟା ଜୀଙ୍କ ଉପସ୍ଥିତିରେ ଏକ ‘ପ୍ରମୁଖ ନାଗରିକ ସମ୍ମିଳନୀ’ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜୈନ୍ତିଆ ହିଲ୍ସର ମନୋନୀତ ୩୩୭ ଜଣ ନେତା ଯୋଗଦେଇଥିଲେ ଏବଂ ଭି. ଭାଗୟା ଜୀଙ୍କ ସହିତ ଉତ୍ତମ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *