ବେଗୁନିଆପଡ଼ା ଖଣ୍ଡ ତରଫରୁ କୋଦଳା ଠାରେ ହିନ୍ଦୁ ସମ୍ମିଳନୀ

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଖଣ୍ଡ ତରଫରୁ କୋଦଳା ଠାରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ା ଏହି କାର୍ଯ୍ୟକ୍ରମରେ 2500 ମହିଳା 2000 ପୁରୁଷ ଉପସ୍ଥିତ ଥିଲେ ା

Leave a Reply