ଢେଙ୍କାନାଳ ନଗର ର କୁଞ୍ଜକାନ୍ତର ଚଣ୍ଡିଆସାହି ସ୍ଥିତ ମାଆ ମଙ୍ଗଳା ମନ୍ଦିର ଠାରେ ଆୟୋଜିତ ବିରାଟ ହିନ୍ଦୁ ସମ୍ମିଳନୀ ରେ ଡଃ ସୁସନ୍ଧ୍ଯା ମହାନ୍ତି(ଅବସର ପ୍ରାପ୍ତ DIET ଅଧ୍ୟକ୍ଷା) ମୁଖ୍ୟ ଅତିଥି ଓ ଡଃ ଦୁର୍ଗାମାଧବ ପୃଷ୍ଟି ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଥିଲେ। ପଞ୍ଚ ମହାଯଜ୍ଞ ଓ ହିନ୍ଦୁ ମହାସଭା ପରେ ସହଭୋଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁହିନ୍ଦୁ ଯୋଗଦେଇ ଅଂଶ ଗ୍ରହଣ କରିଥିଲେ।