ଭାରତ ପରେ, ଏବେ ଆମେରିକାକୁ ମଧ୍ୟ ୟୁରୋପରୁ ଏକ ବଡ଼ ଝଟକା ଲାଗିଛି। ସ୍ପେନ୍ ଏବଂ ସ୍ୱିଜରଲ୍ୟାଣ୍ଡ ଆମେରିକାର ୫ମ ପିଢ଼ିର ଲଢ଼ୁଆ ବିମାନ ଏଫ-୩୫ କିଣିବାକୁ ସ୍ପଷ୍ଟ ଭାବରେ ମନା କରିବା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଆଶା ଧୂଳିସାତ ହୋଇଯାଇଛି । ଉଭୟ ୟୁରୋପୀୟ ଦେଶ ଅନ୍ୟ ବିକଳ୍ପଗୁଡ଼ିକୁ ପ୍ରାଧାନ୍ୟ ଦେଇ ସେମାନଙ୍କର ପ୍ରତିରକ୍ଷା ରଣନୀତିକୁ ଏକ ନୂତନ ଦିଗ ଦେଇଛନ୍ତି।