ଜୁଲାଇ ୧୧ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା କାଉଡ଼ିଆ ଯାତ୍ରା ପାଇଁ ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ ରହିବ

କାଉଡିଆ ଯାତ୍ରା ସମୟରେ  ୟୁପିରେ ଯେପରି ମାଛ, ମାଂସ ସମ୍ପୂର୍ଣ୍ଣ ବନ୍ଦ ରୁହେ ସେହିପରି ଦିଲ୍ଲୀରେ ଏହି ଥର ମଧ୍ୟ କାଉଡିଆ ଯାତ୍ରା ସମୟରେ ମାଛ ମାଂସ ଦୋକାନ ବନ୍ଦ ରହିବ । ଏନେଇ  ରେଖା ଗୁପ୍ତା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି  । 

ଜୁଲାଇ ୧୧ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା କାଉଡ଼ିଆ ଯାତ୍ରା ପାଇଁ ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ ରହିବ ବୋଲି ଭାରତୀୟ ଜନତା ପାର୍ଟି ନେତା କପିଲ ମିଶ୍ରା କହିଛନ୍ତି। 

Leave a Reply

Your email address will not be published. Required fields are marked *