କେନ୍ଦ୍ରାପଡାରେ ସନ୍ଦିଗ୍ଧ ବାଂଲାଦେଶୀ 

କେନ୍ଦ୍ରାପଡା  କେନ୍ଦ୍ରାପଡାରେ ସନ୍ଦିଗ୍ଧ ବାଂଲାଦେଶୀ । ପୁଣି ୬ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଉଠାଇ ନେଲା ପୋଲିସ l ଅଜ୍ଞାତ ସ୍ଥାନରେ ରଖି ଚାଲିଛି ପଚରାଉଚରା ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ବଉଳକଣୀ ପଞ୍ଚାୟତରୁ ୬ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଉଠାଇ ନେଇଥିବା ଜଣାପଡିଛି l ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଚଳାଇଛି ପୋଲିସ l ଅନ୍ୟପକ୍ଷରେ ପ୍ରଶାସନ ଅଟକ ସନ୍ଦିଗ୍ଧ ମାନଙ୍କ ନାଗରିକତା ପ୍ରମାଣପତ୍ର ଯାଞ୍ଚ କରୁଛି l 

Leave a Reply