ଅପରେସନ ସିନ୍ଧୁ – ସୁରକ୍ଷିତ ଭାରତ ଫେରିଲେଣି ୩୧୫୪ ଭାରତୀୟ ନାଗରିକ

ଅପରେସନ ସିନ୍ଧୁ ଅଧୀନରେ ଇରାନରୁ ମୋଟ ତିନି ହଜାର ୧୫୪ ଜଣ ଭାରତୀୟ ନାଗରିକଙ୍କୁ ଭାରତ ଅଣାଯାଇଛି। ଆଜି ସନ୍ଧ୍ୟାରେ ଇରାନର ମାଶହାଦରୁ ୨୯୬ ଜଣ ଭାରତୀୟ ଏବଂ ଚାରି ଜଣ ନେପାଳୀ ନାଗରିକଙ୍କୁ ନେଇ ଏକ ବିମାନ ନୂଆଦିଲ୍ଲୀରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *